ସାମ୍ବାଦିକ ସଂଘର ବଲାଙ୍ଗିର ଏସ ପି କାର୍ଯ୍ୟାଳୟ ରେ ଧାରଣା

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ବଲାଙ୍ଗିର ଏସ ପି କାର୍ଯ୍ୟାଳୟ ରେ ଧାରଣା ଦେଇଛନ୍ତି. ଗତକାଲି ବଲାଙ୍ଗିର ଜିଲ୍ଲା ର ବଡ଼ ଖବର ଜିଲ୍ଲା ପ୍ରତିନିଧି ବିଜୟ ପ୍ରଧାନ ଙ୍କୁ କୁଲଥିପାଲି ଗାଁ ରେ କିଛି ଦୁର୍ବୃତ୍ତ ଅମାନୁସିକ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା. ସାମ୍ବାଦିକ. ସଂଘ ତୀବ୍ର ବିରୋଧ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରିଛନ୍ତି ବଲାଙ୍ଗିର ଜିଲ୍ଲା ଏସ ୟୁ ଜେ ସଂଘ ସଭାପତି ଶରତ ମହାକୁର।

Leave a comment