ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ବାର୍ତ୍ତା ଶୁଣାଇଲେ 5T ସଚିବ
ବରଗଡ଼: ଆଜି ବରଗଡ଼ଗସ୍ତରେ ଥିବା 5T ସଚିବ ଭି.କେ ପାଣ୍ଡିଆନ୍ ଏକ ସଭାରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କୁ ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସେ ଲୋକଙ୍କ ସୁଖଦୁଃଖ ବୁଝିବାକୁ ତାଙ୍କ ସଚିବ ପାଣ୍ଡିଆନ୍ ବାବୁଙ୍କୁ ପଠାଇଥିବା କହିଛନ୍ତି । ଲୋକଙ୍କ ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ଆପଣମାନଙ୍କ ପାଖକୁ ପାଣ୍ଡିଆନ ବାବୁଙ୍କୁ ପଠାଇଛି ବୋଲି ନବୀନ ନିଜ ବାର୍ତ୍ତାରେ କହିଛନ୍ତି ।
As directed by CM @Naveen_Odisha, Secy to CM (#5T) V K Pandian reviewed progress of various development works in #Bargarh. #5T Secy reviewed the progress of Cancer Hospital & directed officials for timely completion. He also discussed the development of Gangadhar Meher memorial. pic.twitter.com/8BU43ZjuXQ
— CMO Odisha (@CMO_Odisha) June 26, 2023
#5T Secy reviewed the progress of Cancer Hospital, Bargarh & directed officials for timely completion of works. He visited Bargarh District Headquarters Hospital and reviewed the progress of the works under Ama Hospital initiative, and took feedback from patients. pic.twitter.com/OcprDpfFHC
— CMO Odisha (@CMO_Odisha) June 26, 2023