ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପିନେଲା କୁମ୍ଭୀର

river magarmach

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ ଝାମ୍ପିନେଲା କୁମ୍ଭୀର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ନିମପୁର ଗାଁ ନିକଟରେ ଶୌଚ ପାଇଁ ଯାଇଥିଲା ବେଳେ ଝାମ୍ପିନେଇଛି କୁମ୍ଭୀର । ସ୍ଥାନୀୟ ଲୋକଙ୍କ ଦ୍ୱାରା ନଦୀରେ ଖୋଜାଖୋଜି ଆରମ୍ଭ ହେବା ପରେ କ୍ଷତାକ୍ତ ଶରୀର ଉଦ୍ଧାର ହୋଇଛି । ଏହାକୁ ନେଇ ସ୍ତାନୀୟ ଅଂଚଳରେ ଭୟ ଖେଳିଯାଇଛି ।