ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା
ଭୁବନେଶ୍ବର: ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଉପକୂଳ ଓଡିଶାରେ ବର୍ଷା ସହ ଘଡ଼ଘଡ଼ି ମେଘପବନ ହେବାରୁ ପାଗ ମେଘୁଆ ସହିତ କାଳବୈଶାଖୀ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ଘଡଘଡି ବିଜୁଳି ସହ ବର୍ଷାପବନ ହୋଇଥିବାରୁ ଟିକେ ଥଣ୍ଡା ପଡ଼ିଛି । ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁରରେ ବି କାଳବୈଶାଖୀ ବର୍ଷା ହୋଇଛି । ସେପଟେ ଆଜି ଦିନର ତାପମାତ୍ରା ମଧ୍ୟ ଅନେକ ସ୍ଥାନରେ 40 ଡିଗ୍ରୀରୁ ଅଧିକ ଥିବା ରେକର୍ଡ କରାଯାଇଛି ।
Maximum temperature recorded over different locations of #Odisha as of today, 16th May, 2023#Sambalpur recorded the highest maximum of 44.3°C#Boudh 44.2°C, #Bolangir 44°C & #Nuapada 44°C pic.twitter.com/teSHByM3yt
— Meteorological Centre, Bhubaneswar (@mcbbsr) May 16, 2023
Bhubaneswar Meteorological Centre issues thunderstorm warning for several districts of #Odisha pic.twitter.com/OUObLX11Mx
— OTV (@otvnews) May 16, 2023