ତିନି ଠାକୁରଙ୍କ ଅଧରନୀତି ସମ୍ପନ୍ନ ହେଲା
ପୁରୀ: ସମ୍ପନ୍ନ ହେଲା ଅଧରପଣା ନୀତି । ସନ୍ଧ୍ୟା ସମୟରେ ତିନି ରଥକୁ ଛାଉଣୀ ମଠ ସମ୍ମୁଖ କୂଅରୁ ପାଣି ବିଜେ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଅଧର ପଣା ସୁଆର ସେବକମାନେ ପ୍ରସ୍ତୁତ କରିଥିଲେ । ତିନି ରଥରେ ଅଧର ଚୁମ୍ବିତ ହାଣ୍ଡିରେ କ୍ଷୀର, ଛେନା, ଛାଚି, ଯାଇଫଳ ଆଦି ବିଭିନ୍ନ ଦ୍ରବ୍ୟ ପକାଯାଇ ପଣା ପ୍ରସ୍ତୁତ କରାଯିବା ସହ ପୂଜା ପଣ୍ଡା ସେବକଙ୍କ ଦ୍ବାରା ଷୋଡଶ ଉପଚାର ବିଧିରେ ପୂଜା କରାଯାଇଥିଲା ।
ଶ୍ରୀଜଗନ୍ନାଥଙ୍କ #ଅଧରପଣା ନୀତି:#ରଥଯାତ୍ରା୨୦୨୩ #RathaYatra2023 pic.twitter.com/sKfAYv70IN
— I & PR Department, Odisha (@IPR_Odisha) June 30, 2023
ତିନି ଠାକୁରଙ୍କ ଅଧର ନୀତି ।
Adhara Niti of the three deities.#JayJagannatha#RathaYatra2023#Adharapana pic.twitter.com/ERcTKu3cjd
— Shree Jagannatha Temple, Puri (@JagannathaDhaam) June 30, 2023