ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା

ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ବର 7ରେ ଆଉଥରେ ହେବ ASO ମେନ୍ ପରୀକ୍ଷା । ପୂର୍ବରୁ ଜୁଲାଇ ୧୩ରେ ହୋଇଥିଲା ମୁଖ୍ୟ ଲିଖିତ ପରୀକ୍ଷା। ପରୀକ୍ଷା ପ୍ରକ୍ରିୟା ନେଇ ସନ୍ଦେହ ପରେ ସ୍ଥଗିତ କରାଯାଇଥିଲା ଏକଜାମ୍। ୭ ହଜାର ୧୧୩ ପରୀକ୍ଷାର୍ଥୀ ପ୍ରିଲିମରେ କୃତକାର୍ଯ୍ୟ ହୋଇଥିଲେ। ଏ ମାସ ୧୭ରୁ ଡିସେମ୍ବର ୫ ଯାଏଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

Leave a comment