ଭାରତର ଝିଅମାନେ ମଧ୍ୟ ଆଦୌ କମ୍ ନୁହଁନ୍ତି । ଆଜି ଅର୍ଥାତ ୨୪ ଡିସେମ୍ବର ୨୦୨୩ରେ ଟେଷ୍ଟ କ୍ରିକେଟ୍ ପିଚରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମହିଳା ଦଳକୁ ପରାସ୍ତ କରି ଏହା ପ୍ରମାଣ କରିଛନ୍ତି । ସମଗ୍ର ଭାରତୀୟ କ୍ରିକେଟ୍ ଫ୍ୟାନ୍ସମାନେ ଦୀର୍ଘ ୪୬ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ।ପୁରୁଷ ଦଳକୁ ଅନେକ ଥର ଏଭଳି ଜିତିଥିବାର ଦେଖିବାକୁ ମିଳିଛି । କିନ୍ତୁ ମହିଳା କ୍ରିକେଟରେ ପ୍ରଥମ ଥର ପାଇଁ ଏକ ଦୀର୍ଘତମ ଫର୍ମାଟରେ ଅଷ୍ଟ୍ରେଲିଆ ଉପରେ ଭାରତର ବିଜୟ ଦେଖିବାକୁ ମିଳିଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟରେ ୮ ୱିକେଟରେ ଜିତିଛି ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post