ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ । ଇନ୍ଦୋରରେ ହେବ ମହାଲଢେଇ । ଆଜି ଅପରାହ୍ନ ସାଢ଼େ ଗୋଟାଏରୁ ଖେଳ ଆରମ୍ଭ ହେବ । ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।ପଟେ ମ୍ୟାଚ ଜିତି ସିରିଜ ଫେରିବାକୁ ଉଦ୍ୟମ କରିବ କଙ୍ଗାରୁ ଦଳ । ମୋହାଲି ପ୍ରଥମ ଦିନିକିଆରେ ବାଜି ମାରିଥିଲା ଭାରତ । ଗତ ମ୍ୟାଚରେ ବିଫଳ ହୋଥିବା ଶ୍ରେୟସ ଆୟର ଭଲ ସ୍କୋର କରିବାକୁ ଆଗ୍ରହୀ ଥିବା ବେଳେ ଆର. ଅଶ୍ବିନ ୱିକେଟ ସନ୍ଧାନରେ ରହିବେ । ହୋଲକର ଷ୍ଟାଡିୟମରେ ବଡ଼ ସ୍କୋର ଆଶା ରହିଛି। ପ୍ରଥମ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ୪ ଷ୍ଟାର ଖେଳାଳିଙ୍କ ବିନା ଖେଳିଥିଲା ଆୟୋଜକ ଦଳ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛିଭାରତ ୧-୦ରେ ଆଗୁଆ ରହିଛି ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post