ନିରଜ ଫାଇନାଲରେ ‌

ସ୍ବିଡେନର ବୁଡାପେଷ୍ଟରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିୟାନସିପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି ନିରଜ ।  ନିରଜ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି।ନିରଜ  ତାଙ୍କ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଜାଭେଲିନ୍ ଥ୍ରୋ କରି ଫ‌ାଇନାଲକୁ ପ୍ରବେଶ କରି ପୁଣି ଚର୍ଚ୍ଚାକୁ ଆସିଛି। ଅଗଷ୍ଟ ୨୭ରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିର ଫାଇନ‌ାଲ ଖେଳ ରହିଛି। ଏଥିସହିତ ନିରଜ ପ୍ୟାରିସ ଅଲମ୍ପିକ ୨୦୨୪ ପାଇଁ ବି ଚୟନ ହୋଇଯାଇଛନ୍ତି। ପ୍ୟାରିସ ଅଲମ୍ପିକ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଖେଳାଯିବ।