କୋଲକାତାକୁ ୭ ଓ୍ବିକେଟରେ ହରାଇଲା ଗୁଜରାଟ
କୋଲକାତା ନାଇଟରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୧୭୯ରନ କରିଥିଲା । ଦଳ ପକ୍ଷରୁ ରେହମାନୁଲ୍ଲା ଗୁରବାଜ ସର୍ବାଧିକ ୮୧ରନ କରିଥିଲେ ।
8️⃣1️⃣ runs
3️⃣9️⃣ balls
5️⃣ fours
7️⃣ sixes@RGurbaz_21 set the stage on 🔥🔥 with his explosive knock 💪🏻Relive his innings here 🎥🔽 #TATAIPL | #KKRvGT https://t.co/y9KCDZGqd0
— IndianPremierLeague (@IPL) April 29, 2023
ସେହିପରି ଆନ୍ଦ୍ରେ ରସେଲ ୩୪ରନ ଓ ରିଙ୍କୁ ସିଂ ୧୯ ରନ କରିଥିଲେ । ଗୁଜରାଟ ଆଗରେ ୧୮୦ରନର ଟାର୍ଗେଟ୍ ରହିଥିବାବେଳେ ଦଳ ୧୭.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ବିଜୟ ଶଙ୍କର ୫୧ରନ ଓ ଶୁଭମନ ଗିଲ୍ ୪୯ ରନ କରିଥିଲେ ।
From the first match of today's double-header, it was Josh Little who received the Player of the Match award for his match-winning spell 👏🏻👏🏻@gujarat_titans sealed a 7-wicket win in Kolkata 👌🏻
Scorecard ▶️ https://t.co/SZJorCvgb8 #TATAIPL | #KKRvGT pic.twitter.com/6AT0Lv90g1
— IndianPremierLeague (@IPL) April 29, 2023
ସେହିପରି ଡେଭିଡ୍ ମିଲର୍ ୩୨ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୬ରନ କରିଥିଲେ ।
24 runs off the 17th over 🤯@gujarat_titans need 14 off 18.
Follow the match ▶️ https://t.co/SZJorCvgb8 #TATAIPL | #KKRvGT https://t.co/POs6uiuo80
— IndianPremierLeague (@IPL) April 29, 2023