ୟୁପି ରାଜଧାନୀ ଲଖନଉର ଇକାନା ଷ୍ଟାଡିୟମରେ ୱାନଡେ ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଖେଳାଯାଉଥିଲା । ତେବେ ଭାରତ ଷଷ୍ଠ ବିଜୟ ସହିତ ବିଜୟ ରଥକୁ ଆଗକୁ ନେଇଛି । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୨୩୦ ରନର ଲକ୍ଷ୍ୟ ଦେଇଥିଲା, ଯାହା ପଛରେ ପୁରା ଇଂଲଣ୍ଡ ଦଳ ୧୨୯ ରନ କରି ହାରିଯାଇଥିଲେ । ଏଥି ସହିତ ଏହି ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଥିବା ପ୍ରଶଂସକମାନେ ‘ବନ୍ଦେ ମାତରମ୍’ ଗୀତ ଗାଇଥିଲେ । ଲାଇଟ ସୋ’ରେ ଚମକି ଉଠିଥିଲା ପୁରା ଷ୍ଟାଡିୟମ । ଭିଡିଓ ଦେଖିବା ଏବଂ ଶୁଣିବା ପରେ ଆପଣଙ୍କର ମଧ୍ୟ ଲୋମ ଟାଙ୍କୁରି ଯିବ ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post
Next Post