Trending
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
- ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ
ଏହି ଟ୍ୱିଟ ପରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ କରିଛନ୍ତି । କୋହଲିଙ୍କ ଏକ ହସୁଥିବା ଫଟୋ ସେୟାର କରି ତାଙ୍କ କହିଥିବା ସବୁ କଥାକୁ ମନପକାଇଛନ୍ତି । କିପରି ୨୦୧୪ରେ କୋଟଲି ତାଙ୍କୁ କହିଥିଲେ, ମୁଁ ଇଣ୍ଡିଆ ଟେଷ୍ଟ ଟିମର କ୍ୟାପଟେନ ହୋଇଯାଇଛି । କାରଣ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇଯାଇଛନ୍ତି । ଯାହାପରେ ମୁଁ, ତୁମେ ଓ ଧୋନୀ ଏନେଇ କଥାବାର୍ତ୍ତା ହୋଇଥିଲୁ । ଧୋନୀ ତୁମକୁ କହିଥିଲେ ଦେଖିବ କେତେ ଜଲଦି ତୁମ ଦାଢି ଧଳା ହୋଇଯିବ । ଆମେ ଏହି କଥାରେ ବହୁତ ହସିଥିଲୁ । ସେବେଠୁ ତୁମ ଦାଢି ଧଳା ହେବା ବ୍ୟତୀତ ମୁଁ ଆହୁରି ଅନେକ କିଛି ଦେଖିଛି । ଭାରତୀୟ କ୍ରିକେଟ ଟିମରେ ତୁମର ଅବଦାନ ପାଇଁ ମୁଁ ଗର୍ବିତ ।
Prev Post
Next Post