ନୂଆଦିଲ୍ଲୀ: ଆପ୍ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ଆପ୍ ସାଂସଦ ସଞ୍ଜୟ ସିଂହ ଗୃହ ଭିତରେ ଗୁଜରାଟର ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ କଥା ଉଠାଇଥିଲେ । ଏହି ସମୟରେ ତାଙ୍କ ବିରୋଧରେ ଗୃହରେ ନାରାବାଜି, ପେପର ଚିରି ଏହାକୁ ସ୍ପିକରଙ୍କ ଉପରକୁ ଫୋପାଡିବା ଅଭିଯୋଗ ହୋଇଥିଲା । ତେଣୁ ଏବେ ତାଙ୍କୁ ଗୃହରୁ ସସପେଣ୍ଡ କରିଦିଆଯାଇଛି । ସଞ୍ଜୟ ସିଂହ ଏହି ଗୋଟିଏ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି ।ସୋମବାର ଲୋକସଭାର ୪ଜଣ କଂଗ୍ରେସ ସାଂସଦଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post