କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନ 

ଯାଜପୁର ଧର୍ମଶାଳାରେ କଳ୍ପତରୁ ଦାସ ଷ୍ଟାଡିୟମରେ କିଛି ଦିନ ତଳେ ବିଜେପିର କାର୍ଯ୍ୟକାରିଣୀ ହୋଇଥିଲା। ସେଦିନ ସ୍ଵର୍ଗତଃ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିର ମୁହଁକୁ ଗେରୁଆବସ୍ତ୍ରରେ ଢାଙ୍କି ଦିଆଯାଇଥିଲା। ତାପରେ ବିଜେପି କାର୍ଯ୍ୟକାରିଣୀ ହୋଇଥିଲା।ଏହାପରେ ସରପଞ୍ଚମାନେ ବିଡ଼ିଓଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ବିଡ଼ିଓ ଦେଖା କରି ନ ଥିଲେ। ନିର୍ବାଚିତ ପ୍ରତିନିଧିଙ୍କୁ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ମାରଧର କରିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଚାନ୍ଦବାଲି ବିଜେଡ଼ି ବିଧାୟକ  ବ୍ୟୋମକେଶ ରାୟ ଉଠାଇଥିଲେ ।