ଗହମ ରପ୍ତାନି କଟକଣା କୋହଳ କଲା ଭାରତ

ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨) ଭାରତ ସରକାର ଗହମ ରପ୍ତାନି କଟକଣାକୁ କିଛିଟା କୋହଳ କରିଛି । ମେ ୧୩ କିମ୍ବା ତା ପୂର୍ବରୁ ସୀମା ଶୁଳ୍କ (କଷ୍ଟମ୍ସ) ଯ଼ାଞ୍ଚ ପାଇଁ ପହଞ୍ଚିସାରିଥିବା ଗହମ କନସାଇନମେଣ୍ଟ ଗୁଡ଼ିକୁ ରପ୍ତାନି ଅନୁମତି ଦିଆଯିବ । ଏ ସମ୍ପର୍କରେ ବାଣିଜ୍ୟ

ବର୍ଗର ରୁ ବାହାରିଲା ବେଙ୍ଗ

ମେଟ୍ରୋ ଟିଭି ଓଡିଶା (୧୭.୫.୨୦୨୨) ବର୍ତ୍ତମାନ ସମୟରେ ସମସ୍ତେ ହାଇଜିନିକ ଖାଦ୍ୟ ପସନ୍ଦ କରୁଛନ୍ତି | ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ଯାଇ ଅର୍ଡର କଲେ ବର୍ଗର । କିନ୍ତୁ ସେଥିରୁ ବାହାରିଲା ଅପରିଷ୍କାର ଭୟଙ୍କର ଜିନିଷ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଏଭଳି ଘଟଣା ସାମ୍ନାକୁ

ଏପଟେ ଗରମ ସେପଟେ ବର୍ଷା

ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨) ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଭୀଷଣ ଗରମର ମାହୋଲ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନର କିଛି ଭାଗରେ ତାପମାତ୍ରା ୪୯ ଡିଗ୍ରୀ ଟପିଲାଣି । ଅନ୍ୟପକ୍ଷରେ ଅସମ, କେରଳରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି ।