ଭାରତୀୟ ମହକାଶଚାରୀଙ୍କୁ ତାଲିମ ଦେବ ନାସା

NASA administrator Bill Nelson poses for a picture with former Indian Astronaut Rakesh Sharma, during a conversation with NASA and ISRO (Indian Space Research Organisation) at VITM Auditorium, in Bengaluru, India November 29, 2023. REUTERS/Nivedita Bhattacharjee

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍‌ଏସ୍‌)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ। ଚଳିତ ବର୍ଷ କିମ୍ବା ଏହାର ଠିକ୍‌ ପରେ ନାସା ଆଇଏସ୍‌ଏସ୍‌କୁ ମିଶନ ପଠାଇବ ବୋଲି ଭାରତରେ ଆମେରିକାରର ରାଷ୍ଟ୍ରଦୂତ ଏରିକ ଗାର୍‌ସେଟ୍ଟି କହିଛନ୍ତି। ଆମେରିକା-ଭାରତ ବ୍ୟବସାୟିକ ମହାକାଶ ସମ୍ମିଳନୀରେ ଭାଗନେଇ ଗାର୍‌ସେଟ୍ଟି ଏହି ସୂଚନା ଦେଇଛନ୍ତି।