ଅବତରଣ ପରେ ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩
ଚନ୍ଦ୍ରରେ ଅବତରଣ ପରେ ଭୂପୃଷ୍ଠକୁ ଫଟୋ ପଠାଇବା ଆରମ୍ଭ କରିଛି ଚନ୍ଦ୍ରଯାନ-୩ର ବିକ୍ରମ ଲାଣ୍ଡର୍ । ବିକ୍ରମ ଲ୍ୟାଣ୍ଡରରେ ଏକ ହରିଜୋଣ୍ଟାଲ ଭେଲୋସିଟି କ୍ୟାମେରା ଲଗାଯାଇଛି ଏବଂ ସେଥିରୁ ଏହି ଫଟୋ ନିଆଯାଇଛି ।ଚନ୍ଦ୍ରାୟାନ-୩ ଅବତରଣ ପରେ ଇସ୍ରୋକୁ ପଠାଇଛି ଏହାର ପ୍ରଥମ ବାର୍ତ୍ତା । ଯାହାକୁ ଇସ୍ରୋ ତରଫରୁ ଟ୍ବିଟ୍ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଚନ୍ଦ୍ରାୟାନ-୩ ପଠାଇଥିବା ବାର୍ତ୍ତା । ଏଥିରେ ଚନ୍ଦ୍ରାୟାନ-୩ କହିଛି ‘ଭାରତ, ମୁଁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲି ଓ ଆପଣ ବି । ଚନ୍ଦ୍ରାୟାନ-୩ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡ କରିସାରିଛି । ଭାରତକୁ ଶୁଭେଚ୍ଛା ।’
Chandrayaan-3 Mission:
Updates:The communication link is established between the Ch-3 Lander and MOX-ISTRAC, Bengaluru.
Here are the images from the Lander Horizontal Velocity Camera taken during the descent. #Chandrayaan_3#Ch3 pic.twitter.com/ctjpxZmbom
— ISRO (@isro) August 23, 2023

ଏହି ଚିତ୍ର ଚନ୍ଦ୍ରପୃଷ୍ଠର ସବୁଠାରୁ ନିକଟତମ ଚିତ୍ର ଅଟେ । ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଥିବା ବେଳେ ଲ୍ୟାଣ୍ଡର ବିକ୍ରମ ଆଉ କେତେକ ଫଟୋ ଉଠାଇଥିଲା ।