ଆଉ ନାହାଁନ୍ତି ରତନ ଟାଟା

ଶିଳ୍ପପତି ତଥା ଟାଟା ସନ୍ସର ଚ୍ୟାୟାରମ୍ୟାନ ରତନ ଟାଟାଙ୍କ ପରଲୋକ ।  ରତନ ଟାଟାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।  ତେବେ ୮୬ ବର୍ଷୀୟ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ଖରାପରୁ ଅତିଖରାପ ହୋଇଥିଲା । ଗତ ସୋମବାର ଦିନ ରତନ ଟାଟାଙ୍କ ଅସୁସ୍ଥତା ସମ୍ପର୍କରେ ଖବର ଆସିଥିଲା। କୁହାଯାଇଥିଲା ଯେ ରତନ ଟାଟାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।