ମଣିପୁରରେ ହିଂସା କମିବାର ନା ଧରୁନି

ମଣିପୁର:ମଣିପୁରରେ ପୁଣି ଉଗ୍ର ହେଉଛି ହିଂସା । ଶନିବାର ମଧ୍ୟ ରାତିରେ ବିଷ୍ଣୁପୁରରେ କିଛି ହିଂସା ଘଟିବା ପରେ ରବିବାର ମଧ୍ୟ କର୍ଫୁ ଲଗାଯାଇଛି । ଗୁଳିମାଡରେ  ଘଟଣାସ୍ଥଳରେ  ୩ଜଣଙ୍କ ମୃତ୍ୟୁ ହୋଇଛି ।  ଡମ୍ପି ପାହାଡି ଇଲାକାରେ ଅଜ୍ଞାତ ଅସ୍ତ୍ରଶସ୍ତ୍ରଧାରୀ ବ୍ୟକ୍ତିଙ୍କ ସହ କୁକି ବିଦ୍ରୋହୀ ମିଶି ସେଠାରେ ମୁତୟନ ହୋଇଥିବା ବିଡିଏଫ୍ ଓ ପୁଲିସ କମାଣ୍ଡୋଙ୍କ ଉପରକୁ ଗୁଳିମାଡ କରିଥିଲେ ।