ଅକ୍ଷରଧାମ ମନ୍ଦିରରେ ଆଳତି କଲେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତି
ଅକ୍ଷରଧାମ ମନ୍ଦିରରେ ଆଳତି କଲେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତି । ‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ ସକାଳୁ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ସୁନକ କହିଛନ୍ତି ମୁଁ ଜଣେ ଆତ୍ମତୃପ୍ତ ହିନ୍ଦୁ। ମୁଁ ହିନ୍ଦୁ ରୀତିନୀତିରେ ଲାଳିତପାଳିତ ହୋଇଥିଲି ଏବଂ ଏବେ ସେ ରୀତିନୀତି ପାଳନ କରୁଛି। ଅଳ୍ପ ଦିନ ତଳେ ଆମେ ରକ୍ଷାବନ୍ଧନ ପାଳନ କରିଥିଲୁ। ମୋ ଭଉଣୀ ଓ ସମ୍ପର୍କୀୟ ଭଉଣୀମାନେ ରାଖି ପଠାଇଥିଲେ।
G 20 in India | United Kingdom Prime Minister Rishi Sunak and his wife Akshata Murthy at Delhi's Akshardham temple.
(Source: Akshardham temple) pic.twitter.com/yvIc8CXdhI
— ANI (@ANI) September 10, 2023

#WATCH | G 20 in India | United Kingdom Prime Minister Rishi Sunak and his wife Akshata Murthy at Delhi's Akshardham temple.
(Source: UK Pool via Reuters) pic.twitter.com/JBUdZHoYoU
— ANI (@ANI) September 10, 2023