ରାଜଘାଟରେ ପହଞ୍ଚିଲେ ‘ଜି୨୦’ ନେତା

ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମଳନୀର ଦ୍ବିତୀୟ ଦିବସର ଅଧିବେଶନ ଅବ୍ୟବହିତ ପୂର୍ବରୁ  ସକାଳୁ ‘ଜି୨୦’ ନେତା ଓ ପ୍ରତିନିଧିମାନେ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।‘ଜି୨୦’ ନେତୃବୃନ୍ଦ ରାଜଘାଟରେ ଉପସ୍ଥିତ ହୋଇ ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଖଦୀ ବସ୍ତ୍ର ଉପହାର ଦେଇ ସ୍ବାଗତ କରିଥିଲେ।