ନୂଆଦିଲ୍ଲୀ: ଏକାଦଶ ଦିନ ପାଇଁ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଜମ୍ମୁ କାଶ୍ମୀରରେ ପୂର୍ବରୁ ଲାଗୁ ହୋଇଥିବା ସମ୍ବିଧାନର ଧାରା ୩୫ଏ ଲୋକଙ୍କ ମୌଳିକ ଅଧିକାର ଛଡ଼ାଇ ନେଇଥିଲା। । ଧାରା ୩୫ଏ ରାଜ୍ୟର ‘ସ୍ଥାୟୀ ବାସିନ୍ଦା’ ସଂଜ୍ଞା ନିର୍ଦ୍ଧାରଣ କ୍ଷମତା ବିଧାନସଭାକୁ ପ୍ରଦାନ କରିଥିଲା। ଏହି ଧାରା ସ୍ଥାୟୀ ବାସିନ୍ଦାଙ୍କୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରିଥିଲା। ସେଗୁଡ଼ିକ ହେଲା ରାଜ୍ୟର ନିଯୁକ୍ତିରେ ସମାନ ଅଧିକାର, ସଂପତ୍ତି ଅଧିଗ୍ରହଣ ଅଧିକାର ଏବଂ ଜମ୍ମୁ କାଶ୍ମୀରରେ ସ୍ଥାୟୀଭାବେ ବସବାସ କରିବାର ଅଧିକାର। ‘ଅସ୍ଥାୟୀ ବାସିନ୍ଦା’ମାନଙ୍କୁ ଏସବୁ ଅଧିକାର ବା ସୁବିଧା ସୁଯୋଗ ମିଳୁ ନଥିଲା।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post