ସାଧାରଣ ଲୋକଙ୍କ ସମେତ ସେୟାର ମାର୍କେଟ୍ ନିବେଶକଙ୍କ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବଡ଼ ଆଶା ରହିଛି । ଆଜି ଷ୍ଟକ ମାର୍କେଟ ନିବେଶକମାନଙ୍କ ପାଇଁ ଏକ ଶୁଭ ଦିନ ହେବ ବୋଲି ଆଶା କରାଯାଉଛି । ଘରୋଇ ଷ୍ଟକ ମାର୍କେଟ ବର୍ତ୍ତମାନ ସମୟରେ ଅନେକ ଥର ସର୍ବୋଚ୍ଚ ସ୍ତର ଛୁଇଁଛି । ଏଭଳି ପରିସ୍ଥିତିରେ ପୂର୍ଣ୍ଣ ବଜେଟ ଉପରେ ବଜାରର ପ୍ରଭାବ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।ଘରୋଇ ଷ୍ଟକ ବଜାର ମଙ୍ଗଳବାର ଦିନ ବୃଦ୍ଧି ସହିତ ଖୋଲିଛି। ଯାହା ବଜେଟରୁ ଅନେକ ଆଶା କରୁଛି । ଆଜି ସକାଳ ୯.୧୫ରେ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ)ର ବେଞ୍ଚମାର୍କ ସେନ୍ସେକ୍ସ ୨୩୬ ପଏଣ୍ଟ ବୃଦ୍ଧି ସହିତ ୮୦୭୩୮.୫୪ ସ୍ତରରେ କାରବାର କରୁଥିବା ଦେଖାଯାଇଥିଲା । ସେହିଭଳି ନିଫ୍ଟି ବା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍ଏସ୍ଇ) ମଧ୍ୟ ୨୪,୫୬୦.୩୦ ସ୍ତରରେ ୫୧ ପଏଣ୍ଟ ବୃଦ୍ଧି ସହିତ ଖୋଲିଛି
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Prev Post
Next Post