ଆଳୁ ସଙ୍କଟ ଭିତରେ ପରିବା ଦର ମଧ୍ୟ ବଢିଥିବା ଦେଖିବାକୁ ମିଳିଛି। ରାଜଧାନୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଧିକାଂଶ ପରିବା ଦର ୫୦ଟଙ୍କା ଉପରେ ରହିଛି। ଆଳୁ ଦର ଏବେ ରାଜଧାନୀରେ କିଲୋ ପ୍ରତି ୪୦ ଟଙ୍କା ଥିବା ବେଳେ , ପୋଟଳ ୪୦ଟଙ୍କା, ଭେଣ୍ଡି ୫୦ଟଙ୍କା , ଟମାଟୋ ୫୦ଟଙ୍କା, ପିଆଜ ୪୦ଟଙ୍କା, କାଙ୍କଡ଼ ୫୦, ଛୁଇଁ ୮୦ ଟଙ୍କା, ବିନ୍ସ ୧୦୦ ଟଙ୍କା ରହିଛି।କଟକରେ ଆଳୁ ଦର ୪୫ଟଙ୍କା , ଟମାଟୋ ୬୦, ବାଈଗଣ ୩୦, ପିଆଜ ୩୫, ଝୁଡଙ୍ଗ ୩୦, ବିନ୍ସ ୪୦ ଟଙ୍କାରେ ବିକ୍ରି ହେଉଛି। ବର୍ଷା ଋତୁରେ ସାଧାରଣତଃ ପରିବା ଦର କମ ରହିଥାଏ। କିନ୍ତୁ ଅଧିକାଂଶ ପରିବାର ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ପରିବା ଦର ଅଧିକ ରହୁଥିବା କୁହାଯାଉଛି।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ