ବର୍ତ୍ତମାନ ସମୟରେ ଅଧିକାଂଶ କାମର ପ୍ରଭାବ କାରଣରୁ ନିଜ ପରିବାର ଠାରୁ ଦୂରେଇ ରହୁଛନ୍ତି। ଫଳରେ ଲୋକେ ଏକୁଟିଆପଣର ଶିକାର ହେଉଛନ୍ତି। ଏହା ଧିରେ ଧିରେ ମାନସିକ ଦୁଃଶ୍ଚିନ୍ତାରେ ପରିଣତ ହୋଇଥାଏ। ତେଣୁ ଯଥାସମ୍ଭବ ନିଜ ପରିବାରକୁ ସମୟ ଦେବାକୁ ଚେଷ୍ଟା କରିବା ଉଚିତ। ଏହାସହ ଯେଉଁ ସମୟରେ ଘରେ ରହୁଛନ୍ତି, ପରିବାର ସହ ଏକାଠି ବସି ଭୋଜନ କରିବା ଉଚିତ।କେତେକ ସମୟରେ ସାଙ୍ଗସାଥୀ, ପରିବାର ଓ ପଡୋଶୀ ମାନଙ୍କ ସହ ବସି ଭୋଜନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍ ହୋଇଥାଏ। ୬୭ ପ୍ରତିଶତଙ୍କ କହିବାନୁଯାୟୀ, ଏକାଠି ଭୋଜନ କରିବା ଦ୍ୱାରା ପରସ୍ପର ମଧ୍ୟରେ ଏକତା ରହିଥାଏ।ଅଧିକ ସମୟ ପର୍ଯ୍ୟନ୍ତ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଲେ, ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ରୋଗର ହେବାର ଅଧିକ ସମ୍ଭାବନା ରହିଥାଏ। ମାନସିକ ଦୁଃଶ୍ଚିନ୍ତାର ସ୍ତର ବୃଦ୍ଧି ଦ୍ୱାରା ହୃଦୟ ଜନିତ ରୋଗର ହେବାର ପ୍ରମୁଖ କାରଣ। ପରିବାର ସହ ଭୋଜନ କରିବା ଦ୍ୱାରା ଭୋଜନରେ ଶାନ୍ତି ସହ ଅନେକ ଲାଭ ମିଳିଥାଏ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ