ଅନେକ ନିଜ ଗୋଡରେ କଳାସୂତା ପିନ୍ଧିଥିବା ଦେଖାଯାଏ। ମାତ୍ର ଏହାକୁ ପିନ୍ଧିବା ଦ୍ୱାରା କି କି ଲାଭ ମିଳେ ଜାଣନ୍ତୁ..
ଗୋଡରେ କଳାସୂତା ପିନ୍ଧିବା ଦ୍ୱାରା ଅନେକ ପରିବର୍ତ୍ତନ ହୋଇଥାଏ।
ଛୋଟ ପିଲାଙ୍କ ଗୋଡରେ ମଧ୍ୟ କଳାସୂତା ପିନ୍ଧାଯାଏ। ଏହାଦ୍ୱାରା ନଜର ଲାଗିନଥାଏ।
କଳାସୂତା ପିନ୍ଧିବା ଦ୍ୱାରା ଶନିଦୋଷ ଦୂର ହୋଇଥାଏ ବୋଲି କୁହାଯାଏ।
କଳାସୂତା ପିନ୍ଧିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
କଳାସୂତାରେ ସର୍ବଦା ଗଣ୍ଠି ପକାଇ ପିନ୍ଧନ୍ତୁ।
କଳାସୂତାକୁ ପିନ୍ଧିବାର ସବୁଠାରୁ ଉତ୍ତମ ଦିନ ଶନିବାର ବୋଲି କୁହାଯାଏ।
ଗୋଡ କିମ୍ବା ହାତରେ କଳାସୂତା ପିନ୍ଧି ପାରିବେ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post