ଟେଲିଭିଜନର ଲୋକପ୍ରିୟ ସୋ’ ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ସିଜନ ୧ ବନ୍ଦ ହେବାକୁ ଯାଉଛି। ସୋ’ ବନ୍ଦ ହେବାର ଘୋଷଣା ସୁନୀଲ ଗ୍ରୋଭର ନିକଟରେ ଏକ ଭିଡିଓ ସେୟାର କରି ଦେଇଛନ୍ତି। ତେବେ ଭିଡିଓ ଦେଖି କିଛି ସମୟ ପାଇଁ ଦୁଃଖୀ ହୋଇଯାଉଥିବା ଗ୍ରାହକ ପୁଣି ଖୁସି ହୋଇଯାଉଛନ୍ତି। କାରଣ ଉକ୍ତ ଭିଡିଓରେ କପିଲ ସିଜନ-୨ର ଘୋଷଣା ବି କରିଛନ୍ତି।ସୋ’କୁ ତଥା ସୋ’ର କଳାକାରମାନଙ୍କୁ ପ୍ରଶଂସକ ଓ ଦର୍ଶକମାନେ ଦେଇଥିବା ଭଲ ପାଇବା ପାଇଁ କପିଲ ଧନ୍ୟବାଦ ଜଣାଇ କହିଛନ୍ତି, ‘ ଖୁବଶୀଘ୍ର ନେଟଫ୍ଲିକ୍ସରେ ଆଗାମୀ ସିଜନରେ ଭେଟାଭେଟି ହେବ।’ଭିଡିଓ କ୍ୟାପସନରେ ଲେଖା ହୋଇଛି, ‘ ଖୁବଶୀଘ୍ର ପୁଣିଥରେ ମନୋରଞ୍ଜନର ବର୍ଷା ହେବ। କାରଣ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ର ସିଜନ-୨ ଆସିବାକୁ ଯାଉଛି।’
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post