ପୁଷ୍ପା-୨ ଫିଲ୍ମ ରିଲିଜର ତାରିଖ ଘୋଷଣା ହୋଇଛି । ଏହାର ଘୋଷଣା ପାଇଁ ଏକ ପୋଷ୍ଟର ତିଆରି ହୋଇଥିଲା । ଯାହାକି ଏବେ ସୋସିଆଲ ମିଡିଆରେ ପୁରା ଧୁମ ମଚାଉଛି । ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଦେଖିବା ପରେ ଦର୍ଶକ ‘ପୁଷ୍ପା-୨’ ପାଇଁ ବହୁତ ଅପେକ୍ଷା କରିଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଗଷ୍ଟ ୧୫ ୨୦୨୪ରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି । ସ୍ୱାଧିନତା ଦିବସରେ ଦର୍ଶକ ଦେଖିବେ ପୁଷ୍ପା-୨ । ରିଲିଜ ତାରିଖ ଘୋଷଣାର ଅଫିସିଆଲ ପୋଷ୍ଟର ସୋସିଆଲ ମିଡିଆରେ ଏବେ ଝଡ଼ ସୃଷ୍ଟି କରିଛି । ଯବାନ ପରେ ଏବେ ପୁଷ୍ପା-୨ କ୍ରେଜ କରିବାର ଦେଖିବାକୁ ମିଳିଛି । ଅଲ୍ଲୁ ଅର୍ଗୁନଙ୍କୁ ପୁଷ୍ପା ଫିଲ୍ମର ଅଭିନୟ ପାଇଁ ୬୯ ତମ ଜାତୀୟ ପୁରସ୍କାର ମିଳିଥିଲା । ପୁଷ୍ପା-୨ ଫିଲ୍ମରେ ଅଭୀନେତ୍ରୀ ରଶ୍ମୀକା ମନ୍ଦନା ଏବଂ ଫଦାହ ଫସିଲ ଲିଡ ରୋଲରେ ନଜର ଆସିବେ ବୋଲି ସୂଚନା ମିଳିଛି ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post
Next Post