କନ୍ନଡ଼ ଫିଲ୍ମରେ ଡେବ୍ୟୁ କରିବେ କରୀନା

କିଛି ଦିନ ପୂର୍ବରୁ, ୟଶ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ, ଯାହାର ନାମ ଥିଲା ‘ଟକ୍ସିକ୍’। ନିର୍ଦ୍ଦେଶକ ଗୀତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମଟି କେଜିଏଫ୍ ଭଳି ବ୍ଲକବଷ୍ଟର ହେବ ବୋଲି ୟଶଙ୍କ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି।