କର୍ମଚାରୀ ଚୟନ ଆୟୋଗ(SSC) ମିଳିତ ସ୍ନାତକ ସ୍ତର ପରୀକ୍ଷା ୨୦୨୩ର ପ୍ରଥମ ପର୍ଯ୍ୟୟ ଫଳାଫଲ ଘୋଷଣା ହୋଇଛି । ପ୍ରାର୍ଥୀମାନେ ssc.nic.in ଲିଙ୍କକୁ ଯାଇ ନିଜର ଫଳାଫଳ ଚେକ କରି ପାରିବେ । ନିମ୍ନରେ ଏହାର ଲିଙ୍କଟିକୁ ଦିଆଯାଇଛି । କମିଶନ ଏଥିରେ ଆୟୋଗ ବର୍ଗ ଏବଂ ପୋଷ୍ଟ ଅନୁଯାୟୀ କଟ ଅଫ ମାର୍କ ମଧ୍ୟ ଘୋଷଣା କରାଯାଇଛି ।SSC CGL ର ପ୍ରଥମ ପରୀକ୍ଷା ଜୁଲାଇ ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଦାରିତ ମୋଡରେ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଡ୍ରାଇଭରଙ୍କୁ ନିୟୁକ୍ତି କରାଯିବ, ଏନେଇ ମନୋନିତ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେବେ । ଏହାପରେ କମିସନସୂଚନା ଦେଇଛନ୍ତି ଯେ, ପରୀକ୍ଷା ଏକାଧିକ ସିଫ୍ଟରେ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷାରେ ପ୍ରାର୍ଥୀଙ୍କ ଯୋଗ୍ୟତା ଅନୁଯାୟୀ ସେମାନେ ସ୍ୱଭାବିକ ହୋଇଚନ୍ତି ।ରିଜଲ୍ଟ ପିଡିଏଫରେ ଯୋଗ୍ୟ ପ୍ରାର୍ଥୀଙ୍କର ନାମ ଏବଂ ରୋଲ ନମ୍ବର ଉଲ୍ଲେଖ କରାଯାଇଛି । କିନ୍ତୁ ବିଭିନ୍ନ କୋର୍ଟର ନିର୍ଦ୍ଦେଶ ପାଇ ୧୧୩ ଜଣ ପ୍ରାର୍ଥୀଙ୍କ ଫଳାଫଳକୁ ଅଟକ ରଖାଯାଇଛି ବୋଲି SSC ସୂଚନା ଦେଇଛନ୍ତି ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post