ବିଏମସି କାର୍ଯ୍ୟାଳୟରେ କରୋନା

ବିଏମସି କାର୍ଯ୍ୟାଳୟରେ କରୋନା

ମେଟ୍ରୋ ଟିଭି ଓଡିଶା,୧୩/୧: କରୋନାର କାୟା ମାଡି ଗଲାଣି ଚାରିଆଡେ ।ଏହି କରୋନାରେ ସଂକ୍ରମିତ ହେଲେଣି ବହୁ ଲୋକ । ଏହି କରୋନାରେ ଏବେ ବଡ ବଡ ନେତା ମନ୍ତ୍ରୀ ସହ ଏବେ ବିଭିନ୍ନ କାର୍ଯ୍ୟାଳୟକୁ ମାଡିଗଲାଣି କରୋନା । ଏବେ ବିଏମସି କାର୍ଯ୍ୟାଳୟରେ କରୋନା ପଜିଟିଭ ବାହାରିଛି । ଏଠାରେ ଏକାଥରକେ ୨୨ଜଣ କର୍ମଚାରୀ କରୋନାରେ ପଜିଟିଭି ଚିହ୍ନଟ ହୋଇଛନ୍ତି ।
ସୂଚନା ଅନୁଯାୟୀ ,ଗତକାଲି ଟେଷ୍ଟ କରାଯାଇଥିବା ନମୁନାରୁ ୨୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବିଏମସି ଅଫିସକୁ ଏବେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।