Trending
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
ମେଟ୍ରୋ ଟିଭି ଓଡିଶା,୧୮/୧: କରେନାର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହେଲେଣି । ସ୍ୱାସ୍ଥ୍ୟ ବିଭାଗର ସୂଚନାଅନୁସାରେ ଏହି ଓମିକ୍ରନ ଏତେ ପ୍ରଭାବଶାଳୀ ନଥିଲେ ମଧ୍ୟ ଏହା ପାଇଁ ଭାରତ ସ୍ୱଦେଶୀ ଟିକା ଉତ୍ପାଦନ କରିବାକୁ ଯାଉଛି । ପୂର୍ବରୁ ଭାରତ କୋଭିଡର ସ୍ୱଦେଶୀ ଟିକା ପୁରା ବିଶ୍ୱକୁ କରୋନା କବଳରୁ ରକ୍ଷା କରିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ଭାତରର ଟିକା ବିଶ୍ୱରେ ମାନ୍ୟତା ପାଇଛି । ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଖୁବ ଶୀଘ୍ର ସ୍ୱଦେଶୀ ଟିକା ଆସିବାକୁ ଯାଉଛି । ଏହା ଉପରେ ପରୀକ୍ଷଣ ଆରମ୍ଭ ହୋଇଯାଇଛି ।
Prev Post
Next Post