ଭାରତୀୟ ଶେୟାର ବଜାର ଧରାସାୟୀ ହୋଇପଡିଛି । ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ ଯୋଗୁଁ ଶେୟାର ବଜାର ଉପରେ ପ୍ରଭାବ ଦେଖାଯାଇଛି । ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଛି । ସେନସେକ୍ସ 1800 ଏବଂ ନିଫ୍ଟି 550 ପଏଣ୍ଟ ହ୍ରାସ ପାଇଛି । ଏହା ଚଳିତ ବର୍ଷର ଚତୁର୍ଥ ବଡ ହ୍ରାସ ବୋଲି କୁହାଯାଉଛି । ଆଜି 1769 ପଏଣ୍ଟ ହ୍ରାସ ହୋଇ 82 ହଜାର 497ରେ ବନ୍ଦ ହେଲା ସେନସେକ୍ସ ।ଖବର ଅନୁସାରେ, ଷ୍ଟକ ମାର୍କଟ କ୍ରାସର ପ୍ରଭବରେ ଶକ୍ତ ଧକ୍କା ଖାଇଛନ୍ତି ନିବେଶକ । 10.7 ଲକ୍ଷ କୋଟି ଟଙ୍କା ପାଣିରେ ବୁଡିଲା ଭଳି ମନେହେଉଛି । ବିଏଲଇ କମ୍ପାନୀର ମାର୍କେଟ କ୍ୟାପ 465 ଲକ୍ଷ କୋଟିରେ ସୀମିତ ହୋଇଛି । ଯଦି ଦେଖିବା ତାହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ, ଏମ ଆଣ୍ଡ ଏମ, ଏଲଆଣ୍ଡଟି, ଶ୍ରୀରାମ ଫାଇନାନ୍ସ ଏବଂ ଭାରତ ଏୟାରଟେଲର ସେୟାର ଅଧିକ ହ୍ରାସ ପାଇଥିଲା । ଅନ୍ୟପଟେ ଜେଏସଡବ୍ଲୁ ଷ୍ଟିଲର ସେୟାର ଗୁଡିକ 1.33 ପ୍ରତିଶତ ବୃଦ୍ଧି ପାଇଥିଲା ।
Trending
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
- ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିମାନ ଦୁର୍ଘଟଣା: ଡିଜିସିଏ ଟିମ୍ର ତନାଘନା, ୨ ଆହତ ଯାତ୍ରୀଙ୍କୁ ମୁମ୍ବାଇ ଏୟାରଲିଫ୍ଟ
- ପିଏସ୍ଏଲ୍ଭି-ସି୬୨ ଉତ୍କ୍ଷେପଣ ବିଫଳ, ଅର୍ବିଟରେ ମୁତୟନ ହୋଇପାରିଲାନି ୧୬ ଉପଗ୍ରହ
Prev Post
Next Post