ପରିବାରର ମହିଳା ମୁଖ୍ୟମାନେ ୧ ଜାନୁଆରୀ ୨୦୨୪ ରୁ ଏହି ସୁବିଧା ପାଇବେ । ସବସିଡି ସିଧାସଳଖ ହିତାଧିକାରୀ ମହିଳାଙ୍କ ଆକାଉଣ୍ଟରେ ଜମା ହେବ । ଉଜ୍ଜ୍ୱଳା ଯୋଜନାର ୭୦ ଲକ୍ଷରୁ ଅଧିକ ହିତାଧିକାରୀ ପରିବାର ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ପାଇବେ ।ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ବୁଧବାର ଦିନ ଟୋଙ୍କରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହିଳାଙ୍କ ସହ କଥାବାର୍ତ୍ତା କରୁଥିବାବେଳେ କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ଜାରି କରାଯାଇଥିବା ସଂକଳ୍ପ-ପତ୍ରରେ ଶସ୍ତା ଗ୍ୟାସ ସିଲିଣ୍ଡର ଯୋଗାଇଦେବାକୁ ବିଜେପି ପ୍ରତିଶୃତି ଦେଇଛି । ଏହି ପ୍ରତିଶୃତି ଜାନୁଆରୀ ୧ ତାରିଖରୁ ପୂରଣ ହେବ । ଆଗାମୀ ସମୟରେ, କିଷାନ୍ କ୍ରେଡିଟ୍ କାର୍ଡ ସହିତ ସମସ୍ତ ପ୍ରକାର ଯୋଜନାକୁ ଅଧିକ ଗତି ଦିଆଯିବ ।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
Prev Post
Next Post