ଷ୍ଟକ୍ ଏକ୍ସଚେଞ୍ଜରେ ଖୁସିର ଲହରି ଖେଳିଯାଇଛି । ଆଜିର ଟ୍ରେଡରେ ମିଡ୍ କ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବଜାର ବନ୍ଦ ହେବା ପୂର୍ବରୁ BSE ସେନସେକ୍ସ ୫୮୪ ପଏଣ୍ଟ ବୃଦ୍ଧି ପାଇ ୮୧, ୬୩୪ ଏବଂ NSE ନିଫ୍ଟି ୨୪୦ ପଏଣ୍ଟ ବୃଦ୍ଧି ପାଇ ୨୫, ୦୧୩ରେ ସ୍ଥିର ରହିଛି ।ଆଜିର ଟ୍ରେଡରେ ମିଡକ୍ୟାପ୍ ଷ୍ଟକ୍ସରେ ବଡ଼ କ୍ରୟ ଦେଖିବାକୁ ମିଳିଥିଲା । ନିଫ୍ଟିର ମିଡକ୍ୟାପ୍ ଇଣ୍ଡେକ୍ସ ୧୨୩୫ ପଏଣ୍ଟ ବୃଦ୍ଧି ସହ ୫୮, ୫୩୫ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ସ୍ମଲକ୍ୟାପ୍ ଇଣ୍ଡେକ୍ସ ୩୭୪ ପଏଣ୍ଟ ବା ୨.୦୫% ବୃଦ୍ଧି ସହ ୧୮, ୬୧୭ ପଏଣ୍ଟରେ ବନ୍ଦ ହୋଇଥିଲା । ବ୍ୟାଙ୍କି, ଅଟୋ, ଆଇଟି, ଫାର୍ମା ଏଫଏସିଜି, ରିୟଲ ଇଷ୍ଟେଟ, ଏନର୍ଜି ଇନଫ୍ରା, କନଜ୍ୟୁମର ଡ୍ୟୁରେବଲ୍ସ,ହେଲଥ କେୟାର ଏବଂ ତୈଳ ଓ ଗ୍ୟାସ୍ ସେକ୍ଟରରେ ବଜାର ବିପୁଳ ଲାଭ ସହ ବନ୍ଦ ହୋଇଥିଲା ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post
Next Post