GST ସ୍ଲାବରେ ବଡ଼ ପରିବର୍ତ୍ତନ

କେନ୍ଦୁପତ୍ର ଉପରେ ଜଏସ୍‌ଟି ୧୮ରୁ ୫ ପ୍ରତିଶତ ହ୍ରାସ ପାଇଛି । ଏହା ଦ୍ବାରା ରାଜ୍ୟର କେନ୍ଦୁପତ୍ର ତୋଳାଳି ଅଧିକ ଲାଭବାନ୍ ହେବେ  । ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଅଧିକ ଲାଭ ମିଳିବ । କୃଷି କ୍ଷେତ୍ରରେ ଜିଏସ୍‌ଟି ହ୍ରାସ ପାଇଥିବାରୁ ରାଜ୍ୟର କୃଷକ ଅଧିକ ଲାଭାନ୍ବିତ ହେବେ । ଏହା ସହ କୋଇଲା ଉତ୍ପାଦନରେ ମଧ୍ୟ ଓଡ଼ିଶାକୁ ଅଧିକ ଲାଭ ମିଳିବ। ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନ ପରେ ଓଡ଼ିଶାକୁ ମିଳିବ ବଡ଼ ଲାଭ । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି , କେନ୍ଦୁପତ୍ର ଉପରେ ଜଏସ୍‌ଟି ୧୮ରୁ ୫ ପ୍ରତିଶତ ହ୍ରାସ ପାଇଛି । ଏହା ଦ୍ବାରା ରାଜ୍ୟର କେନ୍ଦୁପତ୍ର ତୋଳାଳି ଅଧିକ ଲାଭବାନ୍ ହେବେ  । ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଅଧିକ ଲାଭ ମିଳିବ । କୃଷି କ୍ଷେତ୍ରରେ ଜିଏସ୍‌ଟି ହ୍ରାସ ପାଇଥିବାରୁ ରାଜ୍ୟର କୃଷକ ଅଧିକ ଲାଭାନ୍ବିତ ହେବେ । ଏହା ସହ କୋଇଲା ଉତ୍ପାଦନରେ ମଧ୍ୟ ଓଡ଼ିଶାକୁ ଅଧିକ ଲାଭ ମିଳିବ। ସେସ୍ କମିବା ଯୋଗୁ ଅଧିକ ଫାଇଦାରେ ରହିବ ଓଡ଼ିଶା । କେନ୍ଦ୍ର ସରକାର ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନ କରିଥିବାରୁ ରାଜ୍ୟର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a comment