ଦେଶରେ ବଢିଛି ସିଏନଜି । ଦିଲ୍ଲୀ ଏବଂ ଏସିଆରରେ ସିଏନଜି ଦାମ୍ ୧ ଟଙ୍କା ବଢିଛି । ଦିଲ୍ଲୀରେ ସିଏନଜି ଦାମ କିଲୋଗ୍ରାମ ପ୍ରତି ୭୪.୫୯ ଟଙ୍କାରୁ ବୃଦ୍ଧି ପାଇ ୭୫.୫୯ ଟଙ୍କା ହୋଇଯାଇଛି ।
ଖବର ମୁତାବକ, ସିଏନଜିର ନୂଆ ଦର ବୃଦ୍ଧି ଆଜିଠାରୁ ଲାଗୁ ହୋଇଯାଇଛି । ଦିଲ୍ଲୀରେ ସିଏନଜି ଦର କେଜି ପ୍ରତି ୭୪.୫୯ ଟଙ୍କାରୁ ବୃଦ୍ଧି ପାଇ ୭୫.୫୯ ଟଙ୍କାରେ ପହଞ୍ଚିଥିବା ବେଳେ ଗୌତମ ବୁଦ୍ଧ ନଗରର ନୋଏଡ଼ାରେ ଏହି ଦର ୮୦.୨୦ ଟଙ୍କାରୁ ବୃଦ୍ଧି ପାଇ ୮୧.୨୦ ଟଙ୍କାରେ ପହଞ୍ଚିଛି । ସେହିପରି ନୋଏଡ଼ା-ଗ୍ରେଟର ଗୋଏଡ଼ା, ଗାଜିଆବାଦ ସମେତ ଦେଶର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଏହି ଦର ବୃଦ୍ଧି କରାଯାଇଛି ।
Trending
- ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଉଚ୍ଚସ୍ତରୀୟ ବୈଠକ
- ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି
- ଦିଲ୍ଲୀରେ ପ୍ରବଳ ବର୍ଷା , 4 ମୃତ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ
- KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା
- ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ
- ଲାହୋର-କରାଚିରେ ଏୟାର ସ୍ପେସ ବନ୍ଦ
- କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ
- ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ
- ବେଆଇନ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ପୋଲିସର ଚଢାଉ ୯ଗାଡି ଜବତ ୮ଡ୍ରାଇଭର ଅଟକ
Prev Post
Next Post