ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଯାତ୍ରା ଦୀର୍ଘକାଳୀନ ଫଳାଫଳ ପ୍ରଦାନ କରିବ । ଆପଣ ଆପଣଙ୍କ କାମରେ ବାଧାବିଘ୍ନକୁ ଦୂର କରିବେ । ସୁବିଧା ଏବଂ ସମନ୍ୱୟ ଆପଣଙ୍କ କାମରେ ପ୍ରଗତି ଆଣିବ । ଏହା ଆପଣଙ୍କୁ ଆର୍ଥିକ ଲାଭଦାୟକ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାରେ ସାହାଯ୍ୟ କରିବ । ଯାତ୍ରା ଶୁଭ ହେବ । ଆପଣଙ୍କ କାମ ଉପରେ କଡ଼ା…

ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ ହେବ,୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ ହେବ । ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର ମିଟ୍ ରେ ଏଭଳି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୩୬ ଏବଂ ୨୦୪୭ ଓଡ଼ିଶାର ବିକାଶ ଭିଜନ ସଫଳ କରିବା…

ବିଜେଡି ଆପଣା ଛାଏଁ ଭାଙ୍ଗୁଛି, ବିଜେପି ଚାହିଁଲେ ବିଜେଡି କେବେଠାରୁ ଭଙ୍ଗି ସାରନ୍ତାଣି – ବିଜେପି ନେତା ଜୟ…

ବିଜେଡିରେ ବହୁତ୍ ଜଣଙ୍କ ମନରେ କ୍ଷୋଭ ରହିଥିଲା। ବିଜେପି ବିଜେଡିକୁ ଭାଙ୍ଗିବା ପାଇଁ ଚାହୁନି। ଯାହା ଚାଲିଛି ମୋତେ ଦୁଃଖ ଲାଗୁଛି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର। ବିଜେଡି ଆପଣା ଛାଏଁ ଭାଙ୍ଗୁଛି। ବିଜେପି ଚାହିଁଲେ ବିଜେଡି କେବେଠାରୁ ଭଙ୍ଗି ସାରନ୍ତାଣି। ବିଜେଡି…

୨୪୨ଟି ଅବୈଧ ଗେମିଂ ବେଟିଂ ଏବଂ ଜୁଆ ୱେବସାଇଟର ଲିଙ୍କକୁ ବ୍ୟାନ୍ କଲେ ସରକାର

ସରକାର ନୂଆ ଅନଲାଇନ୍ ଗେମିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଇନ୍ ଅନୁଯାୟୀ ୨୪୨ଟି ଅବୈଧ ଗେମିଂ ବେଟିଂ ଏବଂ ଜୁଆ ୱେବସାଇଟର ଲିଙ୍କକୁ ବ୍ୟାନ୍ କରାଯାଇଛି । ବର୍ତ୍ତମାନ ସମୟର ଯୁବପିଢିଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ…

ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ

ଗାଁରୁ ଜିଲ୍ଲା ସଦର ମହକୁମା ଯାଏଁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ । ନିଷ୍ପତ୍ତି ବଦଳାଇବାକୁ ସରକାରଙ୍କ ନିକଟରେ ଦାବି କରାଯିବ । ଯଦି ୨୩ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନିଆନଯାଏ, ତେବେ ୨୪ ତାରିଖରୁ କଟକକୁ କୌଣସି ବସ୍ ଗଡିବ ନାହିଁ । ଏଭଳି ଚେତାବନୀ…

ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ

ମହାପ୍ରଭୁଙ୍କ ରତ୍ନ ଗଣତି ନେଇ ବଡ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସରକାରଙ୍କ ଅନୁମତି ଗଣତି ହେବା ନେଇ ରଖିଲେ ପ୍ରତିକ୍ରିୟା । ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ରତ୍ନ ଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

୧୯ବର୍ଷରୁ କମ୍‌ ବିଶ୍ୱକପ: ଆଜି ବାଂଲାଦେଶ ସହ ମ୍ୟାଚ ଖେଳିବ ଭାରତୀୟ ଦଳ

ଆମେରିକା ବିପକ୍ଷରେ ବିଜୟ ସହିତ ଆଇସିସି ୧୯ବର୍ଷରୁ କମ୍‌ ବିଶ୍ୱକପ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ବାଂଲାଦେଶ ସହ ମ୍ୟାଚ ଖେଳିବ । ମୁସ୍ତାଫିଜୁର ରହମାନଙ୍କୁ ନେଇ ବିସିସିଆଇ ଏବଂ ବିସିିବି ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପ୍ରଥମ ଥା ପାଇଁ ଦୁଇ ଦଳ ପଡିଆରେ ପରସ୍ପରକୁ ଭେଟିବାକୁ…

‘ଭାଲେଣ୍ଟାଇନ୍ସ ଡେ’ ଅବସରରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଧନୁଷ ଏବଂ ମୃଣାଳ ଠାକୁର

ସାଉଥ୍ ସୁପରଷ୍ଟାର ଧନୁଷ ଏବଂ ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଦିନରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଶୁଣାଯାଉଥିବା ବେଳେ, ଏବେ ସେମାନେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ଆସନ୍ତା ଫେବୃଆରୀ ୧୪ ଅର୍ଥାତ୍…

ଇରାନରେ ଫସିରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଆରମ୍ଭ

ଇରାନରେ ସୁରକ୍ଷା ପରିସ୍ଥିତି ବିଗିଡ଼ିବା ଏବଂ ଜନଆକ୍ରୋଶ ବୃଦ୍ଧି ପାଇବା ମଧ୍ୟରେ, ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ମହାନ ଏୟାର ବିମାନର ବିମାନ ଡବ୍ଲୁ-୫-୦୭୧ ଯୋଗେ ପ୍ରଥମ ଭାରତୀୟ ଦଳ ଦିଲ୍ଲୀର…

ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍

ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ବଙ୍ଗର ମାଲଦା ଟାଉନ୍ ଷ୍ଟେସନରୁ ହାଓଡ଼ା ଏବଂ ଗୌହାଟି (କାମାଖ୍ୟା) ମଧ୍ୟରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେହିପରି…