ଏହି ମାସରେ ଅନେକ ଶକ୍ତିିଶାଳୀ ଗ୍ରହ ରାଶି ପରିବର୍ତ୍ତନ କରିବେ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ୨୦୨୫ ମାସ ଖୁବ୍ ଖାସ୍ ବୋଲି କୁହାଯାଉଛି । କାରଣ ଏହି ମାସରେ ଅନେକ ଶକ୍ତିିଶାଳୀ ଗ୍ରହ ରାଶି ପରିବର୍ତ୍ତନ କରିବେ । ମାର୍ଚ୍ଚରେ ୬ ଗ୍ରହ ମୀନ ରାଶିରେ ଏକାଠି ଚଳନ କରିବା ଦ୍ୱାରା ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି ।
ରାହୁ, ଶୁକ୍ର, ମୀନ ରାଶିରେ…