ଆମେରିକାରେ ପ୍ରବଳ ବର୍ଷା ଯୋଗୁଁ କିଛି ନଦୀରେ ବନ୍ୟା

ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିଛି। ଏଥିପାଇଁ ଏପର୍ଯ୍ୟନ୍ତ ୯ଜଣ ଲୋକଙ୍କ ଜୀବନ ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ,…

ଅସହ୍ୟ ଗରମ ଯୋଗୁଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସକାଳୁଆ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନେଇଛି। ଏନେଇ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି କରାଯାଇଛି। ଏଥିସହ ବିଶ୍ୱବିଦ୍ୟାଳୟର…

ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ସେ ବର୍ତ୍ତମାନ ସିଇସି ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି…

ଆଜି କଂଗ୍ରେସର ପୁରୀ ଅଭିମୁଖେ ବିଶାଳ ପଦଯାତ୍ରା

ଆଜି କଂଗ୍ରେସର ବିଶାଳ ପଦଯାତ୍ରା । ନୂଆ ପିସିସି ସଭାପତି ଭକ୍ତ ଦାସ ପହଞ୍ଚିବା ପରେ ପଦଯାତ୍ରା ଆରମ୍ଭ ହେବ । ଭୁବନେଶ୍ବରରୁ ପୁରୀ ୬୦ କିଲୋମିଟରର ପଦଯାତ୍ରା ପାଇଁ ରାଜଧାନୀରେ ପହଞ୍ଚି ସାରିଛନ୍ତି କଂଗ୍ରେସ କର୍ମୀ ।ଭକ୍ତ ଦାସ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚୁ ପହଞ୍ଚୁ ପୁରୀ ଅଭିମୁଖେ…

ଆଜିଠାରୁ +୨ ବିଜ୍ଞାନ ପରୀକ୍ଷା, ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜିଠାରୁ +୨ ଥିଓରୀ ପରୀକ୍ଷା ଆରମ୍ଭ ହେବ। ଆଜି  ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା  ଓଡ଼ିଆ ପରୀକ୍ଷା ରହିଛି। ମୋଟ ୧ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ରାଜ୍ୟର ମୋଟ ୨୦୫ଟି ପରୀକ୍ଷା ପରିଚାଳନା…

ଏହି ମନ୍ତ୍ର ଜପ କରନ୍ତୁ ,ପ୍ରାପ୍ତି ହେବ ସୁସ୍ଥ ଓ ଗୁଣବାନ୍‌ ସନ୍ତାନ

ସନ୍ତାନ ଗୋପାଳ ମନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଏ । ଯେଉଁମାନେ ଗର୍ଭବତୀ ଓ ଯେଉଁମାନେ ସନ୍ତାନ ପାଇଁ ଇଚ୍ଛୁକ ସେମାନେ ଏହି ମନ୍ତ୍ର ଜପ କରିବା ଦ୍ୱାରା ବିଶେଷ ରୂପେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା କେବଳ ସନ୍ତାନ…

୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଅଭାଭାଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଲୋକଙ୍କ ପାଇଁ କାମ କରିବାକୁ ଅନବରତ…

ରାଜ୍ୟରେ ଖାଲି ପଡିଛି ଆଇଏଏସ-ଆଇପିଏସ ପଦବୀ

ରାଜ୍ୟରେ ଖାଲି ପଡିଛି ଆଇଏଏସ-ଆଇପିଏସ ପଦବୀ । 66 IAS ପଦବୀ ଖାଲି ପଡ଼ିଥିବାବେଳେ 69 ଆଇପିଏସ ପଦବୀ ଖାଲି ପଡିଛି । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଓଡ଼ିଶା କ୍ୟାଡରରେ 248 IAS ପଦବୀ ଥିବାବେଳେ ୧୮୨ ଜଣ IAS ଅଧିକାରୀ…

ହିରୋଇନ ଶ୍ରୀଲୀଲାଙ୍କ ପ୍ରେମରେ କାର୍ତ୍ତିକ

ଦକ୍ଷିଣୀ ସୁନ୍ଦରୀଙ୍କ ପ୍ରେମରେ ପଡିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଏହା ସତ କି ମିଛ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ପ୍ରକୃତରେ ସେମିତି କିଛି ନାହିଁ। କହିବାକୁ ଗଲେ କାର୍ତ୍ତିକ ଏକ ନୂଆ ଫିଲ୍ମରେ ନଜର ଆସୁଛନ୍ତି । ଯେଉଁଥିରେ ତାଙ୍କ ବିପକ୍ଷରେ ଅଛନ୍ତ ଜଣେ ସାଉଥ…

ରାଜ୍ୟରୁ ୪ ବର୍ଷରେ ୩୬୦୦୦ରୁ ଅଧିକ ମହିଳା, ୮୪୦୦ ଶିଶୁ ନିଖୋଜ

ରାଜ୍ୟରେ ମହିଳା ଓ ଶିଶୁ ନିଖୋଜର ଉଦବେଗ ଜନକ ଚିତ୍ର ବିଧାନସଭାରୁ ଆସିଛି । ୨୦୨୦ରୁ ୨୦୨୪ ଗତ ୪ ବର୍ଷ ମଧ୍ୟରେ ରାଜ୍ୟରୁ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ହୋଇଥିବା ବେଳେ ୮ ହଜାର ୪୦୩ ଜଣ ଶିଶୁ ବି ଗାଏବ ହୋଇ ଯାଇଛନ୍ତି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି…