ମାର୍କ କାର୍ନି ହେବେ କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ

ମାର୍କ କାର୍ନି ହେବେ କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ। ମାର୍କ କାର୍ନି ୮୬% ଭୋଟ ପାଇ ଲିବେରାଲ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି। ଜଷ୍ଟିନ୍‌‌ ଟ୍ରୁଡ୍ରୋଙ୍କ ଜାଗା ନେବେ ମାର୍କ କାର୍ନି। ଜାନୁଆରୀରେ ପଦ ଛାଡ଼ିବାକୁ ଘୋଷଣା କରିଥିଲେ ଜଷ୍ଟିନ ଟ୍ରୁଡୋ।ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କରରୁ…

ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ଆଜି ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ…

ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ କଂଗ୍ରେସ ସୋମବାର ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ। ବିଗତ ୮ମାସର ଡବଲ ଇଞ୍ଜିନ ସରକାରରେ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ି…

୧୨ ରୁ ୧୬ ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ପ୍ରବଳ ଗୁଳୁଗୁଳି ହୋଇପାରେ ବୋଲି ପାଣିପାଗ ବିଭାଗର…

ରାଜ୍ୟରେ ବଢୁଛି ଦିନ ତାପମାତ୍ରା। କେଉଁଠି ସର୍ବାଧିକ ତାପମାତ୍ରା ୩୭ଡିଗ୍ରୀ ରହୁଛି ତ ଆଉ କେଉଁଠି ୩୮ ଡିଗ୍ରୀ, କିନ୍ତୁ ପାଣିପାଗ ବିଭାଗର ପୂର୍ବାନୁମାନ ଆଗକୁ ମାଡ଼ି ଆସୁଛି ଗ୍ରୀଷ୍ମପ୍ରବାହ। ଡହଡହ ଖରାରେ ସିଝିବ ଓଡ଼ିଶା। ଉତ୍ତର, ପଶ୍ଚିମ, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ…

ଆଜିର ରାଶିଫଳ

ମେଷ: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବାର ସୂଚନା ମିଳୁଛି। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କର୍ମପ୍ରବର ଓ କର୍ମଠ ହେବେ। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ନମ୍ର ସ୍ବଭାବସମ୍ପନ୍ନ ହେବେ। ବୃଷ: ନର୍କରୁ ପ୍ରାଣ ପାଇବା ଭଳି ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ସୂତ୍ରରୁ ବିପୁଳ ଅର୍ଥ…

ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଲା

ଭାରତ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବିଜୟୀ ହୋଇଛି ।  ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ମାତ ଦେଇ ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିକୁ ନିଜ ନାଁରେ କରିଛି । ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫାଇନାଲ ମ୍ୟାଚରେ ଭାରତକୁ ବିଜୟୀ…

ଉପରାଷ୍ଟ୍ରପତିଙ୍କୁ ଦେଖିବାକୁ ଏମ୍ସ ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଛାତିରେ ଯନ୍ତ୍ରଣା, ନିଃଶ୍ବାସ ନେବାରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଏମ୍ସର କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।…

ବଜାରରେ ଝଡ଼ ସୃଷ୍ଟି କରିଛି ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ

ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଅଲଟ୍ରାଭାୟୋଲେଟର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ ଲଞ୍ଚ ହେବା ମାତ୍ରେ ବଜାରରେ ଝଡ଼ ସୃଷ୍ଟି କରିଛି। ବିଶେଷ କଥା ହେଉଛି ଏହା ଲଞ୍ଚ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ୨୦୦୦୦ ବୁକିଂ ପାଇଛି। ଲୋକଙ୍କ ମଧ୍ୟରେ ଏହି ସ୍କୁଟର ପାଇଁ ଏକ ପ୍ରବଳ କ୍ରେଜ୍…

ରାଜ୍ୟରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ରାଜ୍ୟରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା । ୧୨ରୁ ୧୬ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ୩୮ ଡିଗ୍ରୀ ରହିପାରେ । ଡ. ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ୧୫ରୁ ୧୮ ତାରିଖ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବ ଦୋଳ ଉତ୍ସବ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି…

ଓଡ଼ିଶାର ସୁଦ୍ଧୃତି ପଡ଼ିହାରୀ ହେଲେ ‘ମିସ୍‌ ଡିଭା ଫ୍ୟାଶନ ଡିଜାଇନର’

ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍‌ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍‌ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍‌ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍‌ ହାତେଇଥିବା ବେଳେ ବିପ୍ରା ମେହେଟ୍ଟା ‘ଲିଭା ମିସ୍‌ ଡିଭା…