ଆଜିଠୁ ସକାଳୁଆ ଅଙ୍ଗନବାଡି,ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେବ ପାଠପଢା

ଆଜିଠୁ ସକାଳୁଆ ଅଙ୍ଗନବାଡି । ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେବ ପାଠପଢା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି । ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଭୟ…

ଆଜିଠୁ ମାଟ୍ରିକ ପରୀକ୍ଷା ଖାତାଦେଖା

ଆଜିଠୁ ମାଟ୍ରିକ ପରୀକ୍ଷା ଖାତାଦେଖା । ଏଥିରେ ୧୧ ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ । ରାଜ୍ୟର ୫୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ । ୧୨ ଦିନ ଧରି ଚାଲିବ ଖାତାଦେଖା । ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ…

9 ମାସ ପରେ ପୃଥିବୀକୁ ଫେରିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୯ ମାସରୁ ଅଧିକ ସମୟ (୨୮୬ ଦିନ) ଧରି ଫସି ରହିଥିବା ନ୍ୟାସନାଲ୍‌ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡ୍‌ମିନିଷ୍ଟ୍ରେସନ୍ (ନାସା)ର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ସ୍ପେସ୍ଏକ୍ସ କ୍ୟାପସୁଲ୍‌ରେ ପୃଥିବୀକୁ ଫେରିବା ଆରମ୍ଭ କରିଛନ୍ତି।…

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ

ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପତ୍ନୀଙ୍କୁ ସାକ୍ଷାତ କରିବାକୁ ସମୟ ଦେଲେ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା ୫ ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଦାସଙ୍କ ପତ୍ନୀ। । ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ ମିନତି ଦାସ, ଝିଅ ଦିପାଲି ଦାସ ଓ ବିଶାଳ ଦାସ…

ଖୋଲିଲା ନବ ଦାସ ମର୍ଡର ଫାଇଲ

ନୂଆ ମୋଡ଼ ନେଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ନବ ଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରି-ଓପନ ହେଲା ମର୍ଡର ଫାଇଲ । ନୂଆ ସରକାରଙ୍କ ନୂଆ ଟିମ ନୂଆ ଅନ୍ଦାଜ ରେ ଆରମ୍ଭ କଲେ ତଦନ୍ତ । ନବ ଙ୍କ ଘରେ ପହଞ୍ଚି ଷ୍ଟେଟମେଣ୍ଟ ରେକର୍ଡ କଲା କ୍ରାଇମବ୍ରାଞ୍ଚ ଟିମ । ବୟାନ ରେକର୍ଡ…

ଜାଣନ୍ତୁ କେଉଁ ରାଶିର ପରିସ୍ଥିତି ଭଲ ରହିବ

ମେଷ : ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପାରିବାରିକ ଜୀବନରେ ଟେନ୍‌ସନ କିଛି ମାତ୍ରାରେ କମିଯାଇପାରେ। ପ୍ରତ୍ୟେକ କାମରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ସାମାଜିକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲାଭ କରି କାମ ହାସଲ କରିପାରିବେ। ବୃଷ :…

ଆଇପିଏଲ ପୂର୍ବରୁ ମହାକାଳଙ୍କୁ ଦର୍ଶନ କଲେ କେଏଲ ରାହୁଲ

IPL ୨୦୨୫ ଆରମ୍ଭ ହେବା ପୂର୍ବରୁ ମହାକାଳଙ୍କ ଶରଣରେ କେଏଲ ରାହୁଲ । ଉଜ୍ଜୈନ ସ୍ଥିତ ମହାକାଳ ମନ୍ଦିରରେ ଦର୍ଶନ ପାଇଁ ପହଞ୍ଚିଛନ୍ତି କେଏଲ ରାହୁଲ । କେଏଲ ରାହୁଲ ମହାକାଳ ମନ୍ଦିରରେ ପହଞ୍ଚି ଚାନ୍ଦି ଦ୍ବାରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ପରେ ଆଶୀର୍ବାଦ ନେଇଛନ୍ତି । ଏଥର କେଏଲ…

ମହାକାଶ ଛାଡି ପୃଥିବୀ ଅଭିମୁଖେ ସୁନୀତା

୯ ମାସ ପରେ ଘରକୁ ଫେରୁଛନ୍ତି ସୁନୀତା । ଆସନ୍ତାକାଲି ପୃଥିବୀରେ ପହଞ୍ଚିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶ ବିଜ୍ଞାନୀ ସୁନୀତା ୱିଲିୟମ୍ସ । ସଫଳ ହେଲା ଡ୍ରାଗନ ସ୍ପେଶ୍‌ କ୍ରାଫ୍‌ଟ୍‌ର ଅନଡକିଂ ପ୍ରକ୍ରିୟା । ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ସରିଲା ଅନଡକିଂ ।ମହାକାଶ ଛାଡି ପୃଥିବୀ…

ଆଜି ସୁନା ଦର ୯୦ ହଜାର ହୋଇଛି

ବିଶ୍ବ ବଜାରରେ ସୁନା ଦର ଦ୍ରୁତ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି। ୨୦୨୫ ମାର୍ଚ୍ଚ ମାସରେ ସୁନା ଦାମ ୯୦ ହଜାର ପାର ହୋଇଛି । ଗତ କିଛି ଦିନ ମଧ୍ୟରେ ସୁନା ଦାମ୍‌ ରେକର୍ଡ ଭାଙ୍ଗିଛି ।…

ମହାନଦୀରେ ନିର୍ମାଣ ହେବ ୭ ବ୍ୟାରେଜ୍

ଜଳ ଉପଲବ୍ଧତା ଏବଂ ପରିଚାଳନା ବୃଦ୍ଧି ପାଇଁ ମହାନଦୀର ଶାଖା ନଦୀଗୁଡ଼ିକରେ ୭ଟି ନୂତନ ବ୍ୟାରେଜ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓଡ଼ିଶାରେ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମସ୍ୟାକୁ ସମାଧାନ କରିବା ସମୟରେ ଏହି ଖବରକୁ ନିଶ୍ଚିତ…