ରାଜଧାନୀରେ ମର୍ସିଡିଜ୍ ହରର,ବାଇକ ଚାଳକକୁ ଧକ୍କା ଦେଇ ଘୋଷାଡି ନେଲା ୧୦୦ ମିଟର,ବାଇକ ଚାଳକ ମୃତ
ରାଜଧାନୀରେ ମର୍ସିଡିଜ୍ ହରର । ରାତିଅଧରେ ଖେଳାଇଲା ଆତଙ୍କ । ବାଇକ ଚାଳକକୁ ଧକ୍କା ଦେଇ ଘୋଷାଡି ନେଲା ୧୦୦ ମିଟର । ଶାସ୍ତ୍ରୀନଗର ଛକରେ ଏହି ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଥିଲା ।
ସୂଚନାନୁଯାୟୀ, ଦୁର୍ଘଟଣା ଘଟାଇଥିବା କାର ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର…