ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ

ରାଜ୍ୟ ସଭା ସଦସ୍ୟ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ କ୍ୟାନ୍‌ସରରେ ପୀଡ଼ିତ ଥିବା ଗତ ମାସରେ ଜଣାପଡ଼ିଥିଲା। ଏନେଇ ସେ ଲୋକ ସଭା ନିର୍ବାଚନରେ ଭାଗନେବାକୁ ଅସମର୍ଥ ପ୍ରକାଶ କରିଥିଲେ।ମଙ୍ଗଳବାର ତାଙ୍କ ମରଶରୀର…

ରୁଷିଆ ଆକ୍ରମଣ ମଧ୍ୟରେ ଅନୁରୋଧ କଲେ ଜେଲନସ୍କି

ଆଜି ମୁଖ୍ୟ ପ୍ରସଙ୍ଗ ହେଉଛି ରୁଷିଆର କାର୍ଯ୍ୟକଳାପ ଉପରେ ଆମର ପ୍ରତିକ୍ରିୟା। ଦିନସାରା ମୁଖ୍ୟ କମାଣ୍ଡର, ଗୁପ୍ତଚର ବିଭାଗ ଏବଂ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ରିପୋର୍ଟ ଆସିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖାର୍କିଭ ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଉଛି, ଯେଉଁଠାରେ ରୁଷିଆ ଏହାର ପାଦ ବିସ୍ତାର…

ବିଳମ୍ବରେ ଛୁଇଁବ ମୌସୁମୀ

ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବାକୁ ଏବେ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହୋଇଥିଲା। ତେବେ ୭…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

ବିଜେଡି ସରକାରରେ ରାଜ୍ୟବାସୀ ଅତିଷ୍ଟ । ଶାସନର ପରିବର୍ତନ କରିବା ପାଇଁ ଲୋକେ ନିଷ୍ପତି ନେଇସାରିଛନ୍ତି । ବିଜେଡି ପରାଜୟ ଭୟରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ କରିବା ପାଇଁ ଅପଚେଷ୍ଟା କରୁଛି । ଯେଉଁଥିପାଇଁ ସରକାରୀ କଳ, ବଳ ଓ କର୍ମଚାରୀଙ୍କୁ…

ବିଜେପି ଏକ ଗଣତାନ୍ତ୍ରିକ ଓ ସାମୁହିକ ନେତୃତ୍ୱରେ ବିଶ୍ୱାସ ରଖୁଥିବା ପାର୍ଟି

ଆଜି ଭାରତୀୟ ଜନତା ପାର୍ଟିର ଗୋଟିଏ ମହତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,…

ହାପି ମୋମେଣ୍ଟସ ତରଫରୁ ମାତୃ ଦିବସ ପାଳନ

ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ତରଫରୁ ମାତୃ ଦିବସ ସ୍ଥାନୀୟ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବ ତଥା ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ କମଲ ଅଗ୍ରୱାଲ,…

ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ

ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ ଦେଇ ନେତା ବାଛୁଛନ୍ତି ଜନତା । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡିରେ ୫୭.୯୧ ପ୍ରତିଶତ, ନବରଙ୍ଗପୁରରେ ୫୬.୭୬ ପ୍ରତିଶତ,…

ଦିନ ୧ଟା ସୁଦ୍ଧା ୩୯.୩୦% ମତଦାନ

ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ମତଦାନ । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦%…

ଦୈନିକ ପ୍ରୋଟିନ ପାଉଡର ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ

ଆଜିକାଲି ଡାଏଟ କରିବାକୁ ଅନେକ ବ୍ୟକ୍ତି ପସନ୍ଦ କରୁଥିଲା ବେଳେ କିଛି ଲୋକ ପତଳା ଥିବାରୁ ପ୍ରେଟିନ୍ ପାଉଡର ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ତଥ୍ୟ …… ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ରିପୋର୍ଟ ଅନୁସାରେ, ପାଉଡରରେ…

ଅନୁଭବଙ୍କ ନାଁରେ ଜାରି ହେଲା ଏନବିଡବ୍ଲୁ

ଅନୁଭବ ମହାନ୍ତିଙ୍କ ନାଁରେ ଜାରି ହେଲା ଏନବିଡବ୍ଲୁ । କଟକ ଜେଏମଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲୁ ଜାରି ହୋଇଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏହି ଏନବିଡବ୍ଲୁ ଜାରି ହୋଇଛି । ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା, ହେଲେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ।…