ଓଡ଼ିଶାରେ ବଢୁଛି ଜଳ ସମସ୍ୟା

ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ବଢିବାରେ ଲାଗିଛି । ଓଡିଶା ସରକାରଙ୍କ ପକ୍ଷରୁ ୭୦%ରୁ ଅଧିକ ଘରକୁ ପାନୀୟ ଜଳ ଯୋଗାଣ କରାଯାଇଥିବା ବେଳେ ୨୬ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହୋଇଛି । ଜଳସମ୍ପଦ ବିଭାଗ ତରଫରୁ ମେ’ ୭ ତାରିଖରେ ରାଜ୍ୟର ସବୁ ଜିଲ୍ଲାରୁ ଏହାର ତଥ୍ୟ…

ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଲେ ମମତା

ରାଜନୀତିରେ ମାଛ ଉପରେ ହୋଇଥିବା ମହାଭାରତ ଏବେ ପଶ୍ଚିମବଙ୍ଗରେ ଏଣ୍ଟ୍ରୀ କରିସାରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଛ ଖୁଆଇବାକୁ ଅଫର ଦେଇଛନ୍ତି । ବିହାରରେ ତେଜସ୍ୱୀ ଓ ମୁକେଶ ସାହାଣୀଙ୍କ ମାଛ ପ୍ରସଙ୍ଗକୁ ଆଗକୁ ବଢାଇ ମମତା…

ଆଇଫୋନ ଉତ୍ପାଦନରେ ୧.୧ ବିଲିୟନ ଡଲାରରେ ପହଞ୍ଚିଲା

ଆଇଫୋନ ସାରା ବିଶ୍ୱରେ ଅନେକ ଚାହିଦା ରହିଛି । ଏପ୍ରିଲ ମାସରେ ଆଇଫୋନର ରପ୍ତାନୀ ବୃଦ୍ଧି ପାଇ ୧.୧ ବିଲିୟନ ଡଲାର ବା ୯୦ କୋଟି ଟଙ୍କାରେ ପହଞ୍ଚିଛି । ଏପ୍ରିଲ ମାସରେ କୌଣସି ପୂଜା ବା ପର୍ବପର୍ବାଣୀ ବିଶେଷ ହୋଇ ନ ଥିବାରୁ ଫୋନର ବିକ୍ରିର ଚାହିଦା କମିଯାଇଥାଏ । ଏହା ଭିତରେ ଚଳିତ ମାସରେ ମଧ୍ୟ…

ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ

ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷାର ଫଳାଫଳ । କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ କିଛି ନିଷ୍ପତ୍ତି ହୋଇନଥିଲେ ହେଁ ଏକ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ଜାରି କରାଯିବ ବୋଲି ଜଣାପଡ଼ିଛି । ମେ ୧୫ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ…

ସନା ମହାକୁଡ଼ଙ୍କୁ ଜୋତା ମାଳ ପିନ୍ଧାଇଲେ ଲୋକେ

କେନ୍ଦୁଝରର ହେଭି ୱେଟ୍ ନେତାଙ୍କୁ ଅସମ୍ମାନ । ପ୍ରଚାରବେଳେ ହଟହଟା ହେଲେ ସନା ମହାକୁଡ । ସନାତନଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ । ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁ ଲୋକେ ସନା ମାହାକୁଡଙ୍କୁ ଜୋତାମାଳ ପିନ୍ଧାଇବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଗ୍ରାମବାସୀ ତାଙ୍କୁ…

ଦୁଇଟି ମ୍ୟାଚର ଫଳାଫଳ ବଦଳାଇପାରେ ସ୍ଥିତି

 ଚଳିତ ସିଜିନର ଆଇପିଏଲ ପ୍ଲେଅଫ୍ ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚିଛି। ପ୍ଳେଅଫ୍ ପୂର୍ବରୁ ଆଉ ମାତ୍ର ୬ଟି ମ୍ୟାଚ ଖେଳିବାକୁ ବାକି ରହିଛି । ତେବେ ଏଭଳି ସ୍ଥିତିରେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟପ-୪ରେ ପହଞ୍ଚିବା ମୁସ୍କିଲ ହୋଇଯିବ । ତେଣୁ ଦିଲ୍ଲୀ ପ୍ଲେଅଫ୍…

ଇଲେକ୍ଟ୍ରୋଷ୍ଟିଲ୍‌ କାଷ୍ଟିଂସ୍‌ ଓଡ଼ିଶାରେ କାରଖାନା କରିବ

ଦେଶର ଅଗ୍ରଣୀ ଡିଆଇ ପାଇପ୍‌ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍‌ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନି ସେଥିରେ ଡିଆଇ ପାଇପ୍ ଓ ଫିଟିଙ୍ଗ୍‌ସ ଉତ୍ପାଦନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶ‌ାରେ କାରଖାନା ସ୍ଥାପନ କରିବା ଲାଗି…

ମୁମ୍ବାଇରେ ବିଲ୍‌ବୋର୍ଡ ପଡ଼ିବା ଘଟଣା

ମୁମ୍ବାଇରେ ଚଳିତ ଋତୁର ପ୍ରଥମ ବର୍ଷା ପଡ଼ିଛି। ବର୍ଷା ଯୋଗୁଁ ଗରମରୁ ସାମୟିକ ଆଶ୍ବସ୍ତି ମିଳିଛି, କିନ୍ତୁ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଧୂଳି ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହି ଝଡ଼ରେ ସୋମବାର ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ…

ଚାଇନାକୁ ବଡ଼ ଝଟ୍‌କା

ଚାଇନାର ଉତ୍ପାଦ ଉପରେ ଆମେରିକା ଭାରି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଇଲେକ୍ଟ୍ରିକ ଯାନ, ବ୍ୟାଟେରୀ, ଷ୍ଟିଲ, ସୌର ସେଲ୍‌ ଏବଂ ଆଲୁମିନିୟମ ସାମିଲ ଅଛି। ବୈଦ୍ୟୁତିକ ଯାନ ଉପରେ ୧୦୦ ପ୍ରତିଶତ, ସେମିକଣ୍ଡକ୍ଟର ଉପରେ ୫୦ପ୍ରତିଶତ ଏବଂ ବୈଦ୍ୟୁତିକ ଯାନ ବ୍ୟାଟେରୀ ଉପରେ ୨୫…

ଉପରମୁହାଁ ପାରଦ

କାଳବୈଶାଖୀ ପ୍ରଭାବରେ କିଛି ଦିନ ପାଇଁ ଓଡ଼ିଶାବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିଥିବା ବେଳେ ଏବେ ପଶ୍ଚିମ ଓଡ଼ିଶା ତତଲା ପାଲଟିଲାଣି। ଉପକୂଳ ଓ ଉତ୍ତର ଓଡ଼ିଶାରେ ପାରଦ ୪୦ ଡିଗ୍ରି ତଳେ ରହିଛି। ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ…