ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ’ସାଗରିକା’ର ସଫଳ ପରୀକ୍ଷଣ
ବାଲେଶ୍ୱର: ଶନିବାର ଧାମରାର ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା ୬ଟା ୫୫ରେ ୪ ନମ୍ବର ଲଞ୍ଚ ପ୍ୟାଡରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସାଗରିକାର ସଫଳ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୭୫୦ କିମି ରହିଛି । ଏହି ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ ସମୟରେ ଡିଆରଡିଓ, ଭାରତୀୟ ନୌସେନାର…