ଠକ ତାନ୍ତ୍ରିକ କୈଫିର ସହଯୋଗୀ ଇସ୍ରାଏଲକୁ ଉଠାଇ ନେଲା ପୁଲିସ

କଟକ : କୁଖ୍ୟାତ ଠକ କୈଫି ଖାଁର ଜାଲରେ ପଡି ଅନେକ ଲୋକ ଠକାମିର ଶିକାର ହୋଇଛନ୍ତି । ମିଛ ଏବଂ ଲୋଭ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । ଏବେ ଏସବୁ ପୋଲିସ ଜେରାବେଳେ ଜଣାପଡିଛି । କୈଫି ଭଦ୍ରକର ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନେବା ସମୟର ଏହି ଭିଡିଓ ସାମନାକୁ ଆସିଛି। ଏହି…

ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିଲେ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଛନ୍ତି।…

ଅଙ୍ଗ ଦାନ ନୀତିର ସମୀକ୍ଷା

ଅଙ୍ଗ ଦାନ ଏବଂ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଦୂରଦୃଷ୍ଟି ସମ୍ପନ୍ନ ଗଠନମୂଳକ ସଂସ୍କାର ଆସିବ ।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଅଙ୍ଗ…

ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ

ତାଳଚେର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି |  ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ…

୯ ତାରିଖରେ ବାତ୍ୟା ସମ୍ଭବାନା

ଭୁବନେଶ୍ୱର: ଖରାଦିନେ ବାତ୍ୟାକୁ ନେଇ ଏବେ ବଡ଼ ଚିନ୍ତା । ବାତ୍ୟା ଆସିବାକୁ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ବାତ୍ୟାର ସ୍ପଷ୍ଟତା ନେଇ କିଛି ପ୍ରକାଶ କରାଯାଇନାହିଁ । ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆସନ୍ତା ମେ’ ୯ ତାରିଖରେ…

ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲା ପାକିସ୍ତାନ ସେନା

ନୂଆଦିଲ୍ଲୀ: ପାକିସ୍ତାନରେ ଲୋକ ଖାଇବାକୁ ରୁଟି ପାଉନଥିବା ବେଳେ ପାକିସ୍ତାନ ସେନା କିନ୍ତୁ ଭାରତ ସହ ଲଢ଼େଇ ପାଇଁ ଧମକ ଦେଉଛି । ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ ର ଡିଜି ମେଜର ଜେନରାଲ ଅହମ୍ମଦ ଶରିଫ ଚୌଧୁରୀ ଭାରତ ଭିତରେ ପଶି ମାରିବାକୁ ଭାରତକୁ ଧମକ…

ଲକ୍ଷ୍ନୌରେ ଏଲଏସଜି-ସିଏସକେ ଲଢ଼େଇ

ଲକ୍ଷ୍ନୌ: ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଆଜି ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ପଏଣ୍ଟ ଟେବୁଲରେ ଏଲଏସଜି ତୃତୀୟ ସ୍ଥାନରେ ରହିଛି। ୯ ମ୍ୟାଚରୁ ୫ ଜିତି ୪ ହାରି ଏହା ୧୦ ପଏଣ୍ଟ ହାସଲ କରିଛି। ଏହାର…

ନୟାପଲ୍ଲୀ ଜମି ଜବରଦଖଲ ଘଟଣାର ମାଷ୍ଟରମାଇଣ୍ଡ ରାଘବ ଜେନା ଗିରଫ

ଭୁବନେଶ୍ବର: ଶେଷରେ ଗିରଫ ହେଲା ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍  ରାଘବ ଜେନା । ଦେଢ଼ମାସ ଧରି ପୋଲିସ ସହ ଲୁଚକାଳି ଖେଳିବା ପରେ ରାଘବ ଜେନା ଗିରଫ ହୋଇଛି ।  ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ନୟାପଲ୍ଲୀ ଇସ୍କନ ମନ୍ଦିର ନିକଟସ୍ଥ ଦୋକାନ ଜମି ଦଖଲ ପାଇଁ  ବ୍ୟାପକ ଭଙ୍ଗାରୁଜା …

ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ କୋର୍ଟରୁ ମିଳିଲା ଝଟକା

ଭୁବନେଶ୍ୱର: ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଗିରଫଦାରୀ ଭୟରେ କୋର୍ଟରେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖୁଥିଲା।  ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ…

ଦ କେରଳ ଷ୍ଟୋରିକୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍

ନୂଆଦିଲ୍ଲୀ: ରିଲିଜ ପୂର୍ବରୁ  ‘ଦ କେରଳ ଷ୍ଟୋରି’କୁ ନେଇ ଜାରି ରହିଛି ଚର୍ଚା । ଟିଜର ରିଲିଜ ପରେ ବଢ଼ିବାରେ ଲାଗିଛି  ବିବାଦ । ମେ ୫ ତାରିଖରେ ରିଲିଜ ହେବାକୁ ଯାଉଥିବା ବେଳେ ଅନେକ ରାଜନେତା ଏହା ଉପରେ ରୋକ ଲଗାଇବାକୁ ଦାବି କରୁଛନ୍ତି । ତେବେ ସେନସର ବୋର୍ଡ ଏହାକୁ ଦେଇଛି ‘ଏ’…