ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍

ବାରିପଦା: ସାଧାରଣତଃ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ଲାଇନ କଟେନାହିଁ । ଏଥିପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥାଏ । ତେବେ ଆଜି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ…

ଗୁଜରାଟ ଟାଇଟନ୍ସ ୯ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇଲା

ଗୁଜରାଟ ଟାଇଟନ୍ସ ସହଜ ବିଜୟ ହାସଲ କରିଛି । ପ୍ରଶଂସକମାନେ ଏଥର ମଧ୍ୟ ଗୁଜରାଟ ଟାଇଟଲ ବିଜୟୀ ହେବ ବୋଲି କହିବା ଆରମ୍ଭ କରିଲେଣି ।  ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୯ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ  ଶୀର୍ଷ ସ୍ଥାନରେ ରହିଛି । ରାଜସ୍ତାନକୁ ୧୧୮ ରନ୍‌ରେ ରୋକି ଦେଇଥିଲେ ଗୁଜରାଟ ବୋଲର।…

ରାଷ୍ଟ୍ରପତି ସନ୍ଧ୍ୟାରେ ଫେରିଯିବେ ଦିଲ୍ଲୀ

ବାରିପଦା:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ।  ୩ଦିନିଆ ଓଡିଶା ଗସ୍ତରେ ନିଜ ମାଟିରେ ପାଦ ରଖି ସମସ୍ତଙ୍କ ସହ ହସଖୁସିରେ ସମୟ ବିତାଇଛନ୍ତି ।  ଆଜି ରାଷ୍ଟ୍ରପତି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବାର…

ଝାରସୁଗୁଡ଼ାରେ ବିଜେପିକୁ ବିଜେଡିର ଡର!

ଭୁବନେଶ୍ବର: ଝାରସୁଗୁଡ଼ା ପାଇଁ ଉପନିର୍ବାଚନ ପାଖେଇ ଆସୁଛି । ଏହାରି ଭିତରେ ବିଜେଡି ନେତା ବାଜି ମାରିବେ ବୋଲି କହୁଛନ୍ତି । କିନ୍ତୁ ଧାମନଗର ନିର୍ବାଚନରେ ଦଳ ଯେପରି ହାରିଥିଲା କାଳେ ସେପରି କିଛି ଘଟିବ ସେଥିପାଇଁ ଡର ମଧ୍ୟ ରହିଛି । ଏହି ଡରର କାରଣ ଅନେକ । ତେବେ ନବ ଦାସଙ୍କ ଭୋଟ କୁଆଡେ…

କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଲେ ଆତଙ୍କବାଦୀ: ୨ ଯବାନ ସହିଦ

କାଶ୍ମୀର: କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଛନ୍ତି ଆତଙ୍କବାଦୀ । ଏଥିରେ ୨ ଯବାନ ସହିଦ ହୋଇଛନ୍ତି ।  ରଜୌରୀ ନିକଟସ୍ଥ  ଜଙ୍ଗଲରେ ସର୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଥିଲେ…

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୧୧୧ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ  ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ…

ଆଜି ବୁଦ୍ଧ ପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ବୁଦ୍ଧ ପୂର୍ଣ୍ଣିମାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି.. ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ପରିପୂର୍ଣ୍ଣ ଜୀବନ ଏବଂ ସୁସ୍ଥ ସାମାଜ ଗଠନ ପାଇଁ ବୁଦ୍ଧଙ୍କ ପ୍ରଦର୍ଶିତ ସତ୍ୟ, ଶାନ୍ତି ଓ ଅହିଂସାର ମାର୍ଗ…

ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ‘ଏସ୍‌ସିଓ’ ସମ୍ମିଳନୀକୁ ସ୍ବାଗତ

ନୂଆଦିଲ୍ଲୀ:  ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍‌ ଭୁଟ୍ଟୋ-ଜର୍ଦାରିଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ସଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’  ‘କନ୍‌କ୍ଲେଭ୍‌’କୁ ପାଛୋଟି ନେଇଛନ୍ତି। ପ୍ରଥମେ ପରସ୍ପରକୁ ନମସ୍କାର କରିଥିଲେ ପରେ  ଜୟଶଙ୍କର ତାଙ୍କୁ…

ଶିମିଳିପାଳ ପରିଦର୍ଶନରେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ  ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି । ପ୍ରାୟ ୧୦ଟା ୨୫ ମିନିଟ୍‌ରେ ଦ୍ରୌପଦୀ ମୁର୍ମୁ ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ଏହା ପରେ ସେ ସ୍ବତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ବୁଲିବାକୁ ବାହାରିଥିଲେ। ରାଷ୍ଟ୍ରପତି…

ଆସନ୍ତା  ୭ ତାରିଖରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଯାଇ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ

ଭୁବନେଶ୍ବର : ଏଥର ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।  ବିଜେଡି ସଭାପତି ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାରକୁ ଓହ୍ଲାଇବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ । ଯଦିଓ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ, ତେବେ ନବୀନଙ୍କ ଗସ୍ତ…