ଲଘୁଚାପ -ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା

ଭୁବନେଶ୍ବର:  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ  ଆସନ୍ତାକାଲି  ବାତ୍ୟାର ରୂପ ନେଇପାରେ ଅବପାତ  ।  ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବାତ୍ୟା । ତେବେ ଏହା ଓଡ଼ିଶା ପାଇଁ…

କହୁ କହୁ କହିଦେଲେ କଂଗ୍ରେସର ଭିତିରି କଥା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ନେଇ କଣ ସବୁ ଚାଲିଛି ତାହା ଅନେକ ସମୟରେ ଆଲୋଚନା ହୋଇଛି । ନେତୃତ୍ବ କନ୍ଦଳ କଂଗ୍ରେସର ପୁରୁଣା କଥା । ମୁଖିଆ ପରିବର୍ତ୍ତନ ପାଇଁ ଦିଲ୍ଲୀ ଦୈାଡ଼ ସଦାବେଳେ ଲାଗିରହିଛି । ଏହାରି ଭିତରେ କଂଗ୍ରେସର ଏସବୁ ଗହନ କଥା ଉପରୁ ପରଦା ହଟାଇଛନ୍ତି ବରିଷ୍ଠ କଂଗ୍ରେସ…

ନୂଆଦିଲ୍ଲୀ: ସାମ୍ଭାବ୍ୟ ବାତ୍ୟା ଓଡ଼ିଶା ପାଇଁ ବିପଦ ଆଣିବ ନାହିଁ । ଏହାର ଗତିପଥ ଓଡ଼ିଶା ନଥିବା କୁହାଯାଉଛି ।  ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୧୦ରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଭୀଷଣ…

ଦି କେରଳ ଷ୍ଟୋରିକୁ ପ୍ରଶଂସା କଲେ ଶବାନା ଆଜମି

ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ ଦି କେରଳ ଷ୍ଟୋରିକୁ ନେଇ ସୋସିଆଲ ମିଡିଆ ଏବେ ଦିଫାଳ । କିଏ କହୁଛି ଫିଲ୍ମକୁ ବ୍ୟାନ କର ତ କିଏ କହୁଛି ଫିଲ୍ମ ସତ୍ୟକୁ ଉଜାଗର କରିଛି । ଦୁଇ ଦିନ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। କିଛି କଳାକାର ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି…

ଘର ଉପରେ ଖସିଲା ମିଗ୍-୨୧ ଲଢୁଆ ଜେଟ୍

ଜୟପୁର: ମୃତ୍ୟୁ କେତେବେଳେ ଆସିବ, କିପରି ଆସିବ, ତାହା କହିବା ଅସମ୍ଭବ ।   ରାଜସ୍ଥାନର ହନୁମାନଗଡ଼ରେ ଏପରି ଏକ ଘଟଣା ଘଟିଛି ଯାହା ଏଭଳି ସୂଚାଇଛି । ଘରେ ଭିତରେ ଥିବା ଲୋକଙ୍କ ଉପରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍‌-୨୧’ ଲଢୁଆ ବିମାନ ଖସିପଡ଼ିବାରୁ  ୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଘରେ…

କେଜ୍ରିୱାଲଙ୍କ ବଙ୍ଗଳା ମରାମତିରେ ୧୭୧ କୋଟି ଖର୍ଚ୍ଚ ହୋଇଛି: କଂଗ୍ରେସ

ନୂଆଦିଲ୍ଲୀ: କେଜରିଓ୍ବାଲଙ୍କ ରାଜମହଲଙ୍କୁ ନେଇ କଂଗ୍ରେସ ଟାର୍ଗେଟ କରିଛି । ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇବାକୁ କହି ଆପ୍ ନେତାମାନେ ସାଧାରଣ ଲୋକଙ୍କୁ ଠକିଛନ୍ତି କହିଛନ୍ତି  କଂଗ୍ରେସ ନେତା ଅଜୟ ମାକେନ । ସେ ଦାବି କରିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…

୨ ଦିନ ଭିତରେ ୪ ମାଓବାଦୀ ନିହତ

ଛତିଶଗଡ଼: ମାଓବାଦୀଙ୍କ ସହ ସୁରକ୍ଷାବାହିନୀଙ୍କ ସଂଘର୍ଷ ଚାଲିଛି ।  ସୁକୁମା ଜିଲ୍ଲାରେ ପୁଣି ପୁଲିସ ମାଓବାଦୀ ଗୁଳିବିନିମୟ ହୋଇଛି। ଦୁଇ ଦିନ ଭିତରେ ୪ ମାଓବାଦୀ ନିହତ‌ ହୋଇଥିବା ଜଣାପଡିଛି। ସୁକୁମା ଜିଲ୍ଲା ଭେଜ୍ଜି ଜଙ୍ଗଲରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳଷ ସର୍ସୂଚ ଅପରେସନ…

କର୍ଣ୍ଣାଟକ ନିର୍ବାଚନ: କିଏ ଗଢ଼ିବ ସରକାର?

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନରେ କିଏ ଗଢ଼ିବ ସରକାର । ଏହାର ଉତ୍ତର ଆସନ୍ତା ୧୦ ତାରିଖରେ ଜଣାପଡିବ। ତେବେ ବିଜେପି କହୁଛି ସରକାର ଗଢ଼ିବ । କଂଗ୍ରେସ କହୁଛି ସରକାର ଗଢ଼ିବ । ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବା ବେଳେ କଂଗ୍ରେସ ଏବଂ ବିଜେପି ଭିତରେ ଲଢ଼େଇ ଜୋରଦାର ହୋଇଛି । କଂଗ୍ରେସ…

କେରଳ ବୋଟ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୨

ମଲପ୍ପୁରମ୍‌: କେରଳ ବୋଟ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।  ମଲପ୍ପୁରମ୍‌ ଡବଲ-ଡେକର୍‌ ହାଉସ୍‌ବୋଟ୍‌ ଓଲଟି ବୁଡ଼ିଯାଇଥିଲା ରବିବାର ସଂଧ୍ୟାରେ ।  ଯାତ୍ରୀମାନଙ୍କ ମଧ୍ୟରେ ୭ଜଣ ପିଲା ଥିଲେ ।  ତୁବାଲତିରମ୍ ବେଳାଭୂମି ନିକଟରେ ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା…

ଝାରସୁଗୁଡାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ: ଧର୍ମେନ୍ଦ୍ର

ଝାରସୁଗୁଡ଼ା: ଯେଉଁମାନେ ସମ୍ବଲପୁରରେ ହିଂସା  କରାଇଲେ ସେହିମାନେ ଆଜି ଚହୁଁଛନ୍ତି ଝାରସୁଗୁଡାରେ ହିଂସା କରିବା ପାଇଁ । ରାଜ୍ୟରେ ଆଇନର ଶାସନ ଚାଲିନାହିଁ । ଅରାଜକତା ଚାଲିଛି । ଝାରସୁଗୁଡାକୁ ଶ୍ରୀହୀନ କରାଇବା ପାଇଁ ଏ ଲଢେଇ ଶେଷ ପର୍ଯ୍ୟନ୍ତ ହେବ, ଓଡ଼ିଶାର ଅସ୍ମିତା ପାଇଁ ହେବ, ଓଡ଼ିଶାର…