ଦୁର୍ନୀତି ବିରୋଧରେ ପାଇଲଟଙ୍କ ୫ ଦିନିଆ ଯାତ୍ରା ଆରମ୍ଭ

ଜୟପୁର: ରାଜସ୍ଥାନରେ ପୁଣି କ୍ଷମତାକୁ ନେଇ କଳି ।  ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ  ଅଜମେରରୁ ୫ ଦିନିଆ ‘ଜନ ସଂଘର୍ଷ ଯାତ୍ରା’ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ସେ କହିଛନ୍ତି ।…

ଆରାରେ ପାୱାର ଗ୍ରୀଡ୍ ସବଷ୍ଟେଶନ ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ

ଆରା: ବିହାରର ଆରାରେ ପାୱାର ଗ୍ରୀଡ୍ ସବଷ୍ଟେଶନ ସମ୍ପ୍ରସାରଣର ଶିଳାନ୍ୟାସ ଆରା, ଭୋଜପୁର, ବକ୍ସର, ରୋହତାସ୍ ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ଲୋକଙ୍କ ଜୀବନକୁ ସହଜ କରିବ ବୋଲି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କହିଛନ୍ତି ।…

ଜନ ସୁରକ୍ଷା ଯୋଜନା ଲୋକଙ୍କୁ ଏକ ପ୍ରଭାବଶାଳୀ ସାମାଜିକ ସୁରକ୍ଷାକବଚ ପ୍ରଦାନ କରିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା ଯୋଜନାର ୮ ବର୍ଷ ପୂର୍ତ୍ତି ଅବସରରେ ଏହାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଥ ମନ୍ତ୍ରଣାଳୟର ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:  ‘୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଜନ…

ପ୍ରତିଦିନ ନୂଆ ରେକର୍ଡ କରୁଛି ଖଦି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖଦି ସହ ଦେଶବାସୀଙ୍କ ମିଳିତ ସହଯୋଗ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା  ସହ ପ୍ରତିଦିନ ନୂଆ ରେକର୍ଡ କରୁଛି ।ଏମଏସଏମଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଏକ ଟୁଇଟରେ ସୂଚନା ଦେଇଛନ୍ତି, ଯେ, ଖଦି ଗ୍ରାମୋଦ୍ୟୋଗ କାରିଗରଙ୍କ କୌଶଳ ବଢ଼ାଇବା ସହ ସେମାନଙ୍କ ଆୟ ବୃଦ୍ଧିରେ…

ତୃତୀୟ ସାମ୍ମୁଖ୍ୟ ଗଠନ ନେଇ କୌଣସି ସମ୍ଭାବନା ନାହିଁ: ନବୀନ

ନୂଆଦିଲ୍ଲୀ : ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି  ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି ସମୟରେ କୌଣସି ରାଜନୈତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇନି ବୋଲି ନବୀନ କହିଛନ୍ତି  ।…

କୋଲକାତାକୁ ୯ ଓ୍ବିକେଟରେ ହରାଇଲା ରାଜସ୍ଥାନ

କୋଲକାତାକୁ  ୯ ଓ୍ବିକେଟରେ ହରାଇଛି ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ରନ କରିଥିଲା । ରେହମାନୁଲ୍ଲା ଗୁରବାଜ୍ ବି ୧୮ ରନ କରିଆଉଟ ହୋଇଥିଲେ । ତେବେ ଭେଙ୍କଟେଶ ଆୟର ସର୍ବାଧିକ୫୭ରନ ଓ ରାଣା ୨୨ରନ କରିଥିଲେ । ରିଙ୍କୁ ସିଂ…

ଜଟଣୀରେ କ୍ୟାନସର ହସ୍ପିଟାଲ ଉଦ୍‌‌ଘାଟନ କଲେ ମୋଦୀ

ଆଜି ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଜଟଣୀଠାରେ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ହସପିଟାଲ ଉଦଘାଟନ କରିଛନ୍ତି । ଜଟଣୀରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ଏହି ଅବସରରେ…

ଉଦ୍ଧବ ଠାକରେଙ୍କୁ ଝଟକା: ପରିବର୍ତ୍ତନ ହେବନି ମହରାଷ୍ଟ୍ର ସରକାର

ନୂଆଦିଲ୍ଲୀ: ଉଦ୍ଧବ  ଠାକରେଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ ।  ଗତବର୍ଷ ମହାରାଷ୍ଟ୍ରରେ ତାଙ୍କ ସରକାର ଭାଙ୍ଗିଯାଇଥିଲା । ରାଜ୍ୟପାଳ ସିନ୍ଦେ ଗୋଷ୍ଠୀଙ୍କୁ ସରକାର ଗଠନ କରିବା ପାଇଁ ଡାକିଥିଲେ । ଏହାକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା ।  ସୁପ୍ରିମକୋର୍ଟଙ୍କ ରାୟ ଏହାକୁ ନେଇ…

ଦି କେରଳ ଷ୍ଟୋରି ୫୦ କୋଟିରୁ ଅଧିକ ବ୍ୟବସାୟ କରିଛି

ମୁମ୍ବାଇ:  ଦି କେରଳ ଷ୍ଟୋରିକୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ ରେସପନସ ମିଳୁଛି । କରୋନା ପରେ ଫିଲ୍ମ ଶିଳ୍ପ ମାନ୍ଦା ଚାଲୁଥିବା ବେଳେ ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି । କମ ବଜେଟରେ ନିର୍ମାଣ ହୋଇଥିବା  ଏହି ଫିଲ୍ମ ଭଲ ବିଜିନେସ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଲୋକେ…

ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ କେଜରିଓ୍ବାଲ ସରକାର ପାଇଁ ବଡ଼ ବିଜୟ ।  ରାଜଧାନୀର ପ୍ରଶାସନିକ ସେବା  ପାଇଁ ଲଢ଼େଇ ଭିତରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଏଲଜିଙ୍କ କ୍ଷେତ୍ରରେ ଆଉ ପ୍ରଶାସନିକ ଅଧିକାର ରହିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।  କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ…